Bansi Re Tu Radha

ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା

ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା

କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା

ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା

ବଂଶୀର ସାତ ସୁର, ତୁ ଗଲୁ କି ସବୁ ଭୁଲି?
ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି
ବଂଶୀର ସାତ ସୁର, ତୁ ଗଲୁ କି ସବୁ ଭୁଲି?
ବାଜିଲେ ଯେଉଁ ସୁରେ ଶୁଭୁଛି ରାଧା ଖାଲି

ତୋତେ ଆଉ କା ନା' କି ଡାକିବା ମନା

ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା

ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ
ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ
ଗୋପରେ ଏତେ ଗୋପୀ ତୋ ପ୍ରେମରେ ହେଲେ ବାଇ
ଯେତେକ ନିନ୍ଦା ସବୁ କେବଳ ରାଧା ପାଇଁ

ତୋର ହୃଦୟ ନାହିଁ କି କାଳିଆ ସୁନା?

ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା

ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା
ତୁ ଥରେ ଡ଼ାକିଦେଲେ ରାଧା
ତାକୁ ଲାଗେ ନୂଆ ଏକ ନିନ୍ଦା

କାହ୍ନା ନିନ୍ଦାର ନିଆଁରେ ଆଉ ଜଳାନା

ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା
ବଂଶୀରେ ତୁ ରାଧା ରାଧା ଡ଼ାକନା



Credits
Writer(s): Alekh Biswal, Purnachandra Khuntia
Lyrics powered by www.musixmatch.com

Link