Nua Nua Priya

ଜହ୍ନ ପୁରୁଣାକୁ ରାତିବି ପୁରୁଣା, ପୁରୁଣା ଚଇତି ଛୁଆଁ

ସବୁ ପୁରୁଣାରେ ପୁରୁଣାହୋଇ ବି, ପ୍ରିୟା ମୋର ଲାଗେ ନୂଆ
ମୋ ପ୍ରିୟା ଲାଗେ ନୂଆ, ମୋ ପ୍ରିୟା ଲାଗେ ନୂଆ

ସୁରୁଜ ଉଇଁଲେ ପହିଲି କିରଣ, ମୋ ପ୍ରିୟାକୁ ଛୁଏଁ ଆସି
ହୋ ଜହ୍ନ ଉଇଁଲେ, ତା ଝରକାବାଟେ ଉଙ୍କିମାରେ ହସି-ହସି
ହୋ ସୁରୁଜ ଉଇଁଲେ ପହିଲି କିରଣ, ମୋ ପ୍ରିୟାକୁ ଛୁଏଁ ଆସି
ହୋ ଜହ୍ନ ଉଇଁଲେ, ତା ଝରକାବାଟେ ଉଙ୍କିମାରେ ହସି-ହସି

ଆଜିବି ମୋ ପ୍ରିୟା ବସା ବାନ୍ଧିବାର ଜାଲ ବୁଣେ ନିତି ନୂଆ
ସବୁ ପୁରୁଣାରେ ପୁରୁଣାହୋଇ ବି, ପ୍ରିୟା ମୋର ଲାଗେ ନୂଆ
ମୋ ପ୍ରିୟା ଲାଗେ ନୂଆ, ମୋ ପ୍ରିୟା ଲାଗେ ନୂଆ

ଜହ୍ନ ପୁରୁଣାକୁ ରାତିବି ପୁରୁଣା, ପୁରୁଣା ଚଇତି ଛୁଆଁ

ଗୋଲାପୀ-ଗୋଲାପୀ ତା ଓଠେ, ଆଜିବି
ହସର ଗୋଲାପ ଫୁଟେ
ଆଜି ବି ପାଦରୁ ଅଳତା ଛଡ଼ାଏ
ବସି ସିଏ ଚିହ୍ନା ତୁଠେ

ଗୋଲାପୀ-ଗୋଲାପୀ ତା ଓଠେ ଆଜିବି
ହସର ଗୋଲାପ ଫୁଟେ
ହୋ, ଆଜି ବି ପାଦରୁ ଅଳତା ଛଡ଼ାଏ
ବସି ସିଏ ଚିହ୍ନା ତୁଠେ

ତାକୁ ତ ପୁରୁଣା କରି ପାରିନାହିଁ, ପୁରୁଣା ପିରତି ଛୁଆଁ
ସବୁ ପୁରୁଣାରେ ପୁରୁଣାହୋଇ ବି, ପ୍ରିୟା ମୋର ଲାଗେ ନୂଆ
ମୋ ପ୍ରିୟା ଲାଗେ ନୂଆ, ମୋ ପ୍ରିୟା ଲାଗେ ନୂଆ

ଜହ୍ନ ପୁରୁଣାକୁ ରାତିବି ପୁରୁଣା, ପୁରୁଣା ଚଇତି ଛୁଆଁ
ଜହ୍ନ ପୁରୁଣାକୁ ରାତିବି ପୁରୁଣା, ପୁରୁଣା ଚଇତି ଛୁଆଁ
ସବୁ ପୁରୁଣାରେ ପୁରୁଣାହୋଇ ବି, ପ୍ରିୟା ମୋର ଲାଗେ ନୂଆ
ମୋ ପ୍ରିୟା ଲାଗେ ନୂଆ, ମୋ ପ୍ରିୟା ଲାଗେ ନୂଆ
ହେ-ହେହେ-ଆହା-ହାହା-ଲା-ଲାଲା-ହେହେ-ହେ-ହେ

Credits
Lyrics powered by www.musixmatch.com

Link