Aahe Balwaan

ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ବଳବାନ୍
ଆହେ ତେଜୀୟାନ୍

ଆହେ ପବନ-ପୁତ୍ର ହନୁମାନ
ଆହେ ପବନ-ପୁତ୍ର ହନୁମାନ

ସଚରାଚରେ ନାହାନ୍ତି କେହି
ସଚରାଚରେ ନାହାନ୍ତି କେହି
ତୁମରି ସମାନ

ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ପବନ-ପୁତ୍ର ହନୁମାନ
ଆହେ ପବନ-ପୁତ୍ର ହନୁମାନ, ହନୁମାନ, ହନୁମାନ

ଉଦୀୟମାନ ସୂର୍ଯ୍ୟ ରଙ୍ଗ ତୁମ ଦୁଇ ଆଖି
ମଧ୍ୟାନ୍ନ ରବି କିରଣ ତେଜ ତୁମ କାନ୍ତି ଶକ୍ତି
ଉଦୀୟମାନ ସୂର୍ଯ୍ୟ ରଙ୍ଗ ତୁମ ଦୁଇ ଆଖି
ମଧ୍ୟାନ୍ନ ରବି କିରଣ ତେଜ ତୁମ କାନ୍ତି ଶକ୍ତି

ଅସ୍ତଗାମି ଅରୁଣ ପରି ତୁମ ହସ୍ତ, ମୁଖ
ଜିଣିଛ ଏ ଜଗତକୁ ତୁମେ ବଳୀୟାନ୍

ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ପବନ-ପୁତ୍ର ହନୁମାନ
ଆହେ ପବନ-ପୁତ୍ର ହନୁମାନ, ହନୁମାନ, ହନୁମାନ

ରାବଣ ଯଜ୍ଞ ନାଶ କହେ ସୀତାରାମ ପ୍ରିୟ
ମହାଯୋଦ୍ଧା ଗଦା ପ୍ରିୟ, ମହାଜିତେନ୍ଦ୍ରିୟ
ରାବଣ ଯଜ୍ଞ ନାଶ କହେ ସୀତାରାମ ପ୍ରିୟ
ମହାଯୋଦ୍ଧା ଗଦା ପ୍ରିୟ, ମହାଜିତେନ୍ଦ୍ରିୟ

ବିଶ୍ବାସୀ ବନ୍ଧୁ ହେ ତୁମ କୀର୍ତ୍ତି ଯେ ମହାନ୍
କି ଗାଇବି ତୁମ ଗୁଣ? ତୁମୋ ଜଗବାନ୍

ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ପବନ-ପୁତ୍ର ହନୁମାନ
ଆହେ ପବନ-ପୁତ୍ର ହନୁମାନ

ସଚରାଚରେ ନାହାନ୍ତି କେହି
ସଚରାଚରେ ନାହାନ୍ତି କେହି
ତୁମରି ସମାନ

ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ବଳବାନ୍
ଆହେ ତେଜୀୟାନ୍
ଆହେ ପବନ-ପୁତ୍ର ହନୁମାନ
ଆହେ ପବନ-ପୁତ୍ର ହନୁମାନ
ଆହେ ପବନ-ପୁତ୍ର ହନୁମାନ, ହନୁମାନ, ହନୁମାନ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link