Aahe Pawan Putra

ଆହେ ପବନପୁତ୍ର
ଆହେ ପବନପୁତ୍ର

ଆହେ ପବନପୁତ୍ର, ମନେ ନାହିଁ କି?
ମନେ ପଡୁନାହିଁ କି?

ମନେ ନାହିଁ କି?
ମନେ ପଡୁନାହିଁ କି?
ମନେ ନାହିଁ କି?
ମନେ ପଡୁନାହିଁ କି?

ଆହେ ପବନପୁତ୍ର
ଆହେ ପବନପୁତ୍ର
ଆହେ ପବନପୁତ୍ର
ମନେ ନାହିଁ କି?
ମନେ ପଡୁନାହିଁ କି?

ଲକ୍ଷେ ଯୋଜନ ଡେଇଁକି ଯାଇଥିଲ ସୂର୍ଯ୍ୟକୁ ଭୁଞ୍ଜିବା ପାଇଁ
ଗନ୍ଧମାର୍ଦ୍ଦନ ଗିରି ଯେ ଆଣିଥିଲ ଲକ୍ଷ୍ମଣ ଜୀବନ ପାଇଁ
ଲକ୍ଷେ ଯୋଜନ ଡେଇଁକି ଯାଇଥିଲ ସୂର୍ଯ୍ୟକୁ ଭୁଞ୍ଜିବା ପାଇଁ
ଗନ୍ଧମାର୍ଦ୍ଦନ ଗିରି ଯେ ଆଣିଥିଲ ଲକ୍ଷ୍ମଣ ଜୀବନ ପାଇଁ

ସରଗ ପାତାଳେ, ଏ ମହୀ-ମଣ୍ଡଳେ
ସରଗ ପାତାଳେ, ଏ ମହୀ-ମଣ୍ଡଳେ

କେହି ନୁହଁ ତୁମ ସରିକି

ଆହେ ପବନପୁତ୍ର
ଆହେ ପବନପୁତ୍ର
ଆହେ ପବନପୁତ୍ର
ମନେ ନାହିଁ କି?
ମନେ ପଡୁନାହିଁ କି?

ସାତ ସମୁଦ୍ରକୁ ଲଂଘି ଗଲ ଉଡ଼ି ସୀତାଙ୍କୁ ଖୋଜିବା ପାଇଁ
ଲଙ୍କା କଲ ଛାରଖାର ପାପୀ ଅସୁର ଙ୍କୁ ଦଣ୍ଡ ଦେବା ପାଇଁ
ସାତ ସମୁଦ୍ରକୁ ଲଂଘି ଗଲ ଉଡ଼ି ସୀତାଙ୍କୁ ଖୋଜିବା ପାଇଁ
ଲଙ୍କା କଲ ଛାରଖାର ପାପୀ ଅସୁର ଙ୍କୁ ଦଣ୍ଡ ଦେବା ପାଇଁ

ତୁମ ବାହୁବଳ, ତୁମ ଶ୍ରଦ୍ଧା ଭକ୍ତି
ତୁମ ବାହୁବଳ, ତୁମ ଶ୍ରଦ୍ଧା ଭକ୍ତି

କେ ଅଛି କଳିବା ପାଇଁକି?

ଆହେ ପବନପୁତ୍ର
ଆହେ ପବନପୁତ୍ର
ଆହେ ପବନପୁତ୍ର
ମନେ ନାହିଁ କି?
ମନେ ପଡୁନାହିଁ କି?

ମନେ ନାହିଁ କି?
ମନେ ପଡୁନାହିଁ କି?
ମନେ ନାହିଁ କି?
ମନେ ପଡୁନାହିଁ କି?

ଆହେ ପବନପୁତ୍ର
ଆହେ ପବନପୁତ୍ର
ଆହେ ପବନପୁତ୍ର
ମନେ ନାହିଁ କି?
ମନେ ପଡୁନାହିଁ କି?
ଆହେ ପବନପୁତ୍ର
ଆହେ ପବନପୁତ୍ର
ଆହେ ପବନପୁତ୍ର
ମନେ ନାହିଁ କି?
ମନେ ପଡୁନାହିଁ କି?



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link