Baanare Baana

ବାନାରେ ବାନା ବଜରଙ୍ଗବାଲି ବାନା
ବାନାରେ ବାନା ବଜରଙ୍ଗବାଲି ବାନା
ଫର-ଫର ଉଡ଼େ ଅନା

ଯାଇଥିଲେ ହନୁମାନ ସୁବର୍ଣ୍ଣ ପୁରୀ
ବାନା କୁ ଧରି (ବାନା କୁ ଧରି)
ଖୋଜିଥିଲେ ସୀତାମାତା ଙ୍କୁ ଠାବ କରି
ଆରେ ବାନା କୁ ଧରି (ଆରେ ବାନା କୁ ଧରି)

ନିର୍ମଳ ଆକାଶେ, ଶୀତଳ ପବନେ
ଉଡୁଛି ଦେଖରେ ବାନା

ବଜରଙ୍ଗବାଲି ବାନା (ବଜରଙ୍ଗବାଲି ବାନା)

ଆଣିଥିଲେ ଟେକି ଗନ୍ଧମାର୍ଦନରେ
ହାତେ ଧରିଥିଲେ ବଜରଙ୍ଗବାଲି ବାନା (ହାତେ ଧରିଥିଲେ ବଜରଙ୍ଗବାଲି ବାନା)
ହୋ, ସଂଜୀବନୀ ଆଣି ପ୍ରାଣ ବଞ୍ଚାଇଲେ
ହାତେ ଧରିଥିଲେ ବଜରଙ୍ଗବାଲି ବାନା (ହାତେ ଧରିଥିଲେ ବଜରଙ୍ଗବାଲି ବାନା)

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ
ପତିତ ଜନଙ୍କୁ ଉଦ୍ଧାରିବା ପାଇଁ
ମୁଣ୍ଡକୁ ଟେକିରେ ଉଡୁଛି ଦେଖରେ
ମୁଣ୍ଡକୁ ଟେକିରେ ଉଡୁଛି ଦେଖରେ

ବଜରଙ୍ଗବାଲି ବାନା

ବାନାରେ ବାନା ବଜରଙ୍ଗବାଲି ବାନା
ଫର-ଫର ଉଡ଼େ ଅନା

କରିଥିଲେ ରାମ, ସୀତା ଙ୍କ ମିଳନ
ହାତେ ଧରିଥିଲେ ବଜରଙ୍ଗବାଲି ବାନା (ହାତେ ଧରିଥିଲେ ବଜରଙ୍ଗବାଲି ବାନା)
କରିଥିଲେ ବାଳି, ସୁଗ୍ରୀବ ମିଳନ
ହାତେ ଧରିଥିଲେ ବଜରଙ୍ଗବାଲି ବାନା (ହାତେ ଧରିଥିଲେ ବଜରଙ୍ଗବାଲି ବାନା)

ଏ ମହୀ-ମଣ୍ଡଳ
କାଳ ର କବଳ
ଏ ମହୀ-ମଣ୍ଡଳ
କାଳ ର କବଳ

ହରଷ ଉଲ୍ଲାସେ, ଉଡୁଛି ଗରବେ
ହରଷ ଉଲ୍ଲାସେ, ଉଡୁଛି ଗରବେ

ବଜରଙ୍ଗବାଲି ବାନା

ବାନାରେ ବାନା ବଜରଙ୍ଗବାଲି ବାନା
ବାନାରେ ବାନା ବଜରଙ୍ଗବାଲି ବାନା
ଫର-ଫର ଉଡ଼େ ଅନା

ଯାଇଥିଲେ ହନୁମାନ ସୁବର୍ଣ୍ଣ ପୁରୀ
ବାନା କୁ ଧରି (ବାନା କୁ ଧରି)
ଖୋଜିଥିଲେ ସୀତାମାତା ଙ୍କୁ ଠାବ କରି
ଆରେ ବାନା କୁ ଧରି (ଆରେ ବାନା କୁ ଧରି)

ନିର୍ମଳ ଆକାଶେ, ଶୀତଳ ପବନେ
ଉଡୁଛି ଦେଖରେ ବାନା

ବାନାରେ ବାନା ବଜରଙ୍ଗବାଲି ବାନା
ଫର-ଫର ଉଡ଼େ ଅନା
ଫର-ଫର ଉଡ଼େ ଅନା



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link