Hey Pawan Putra

ହେ ପବନପୁତ ହେ, ଅଞ୍ଜନୀସୂତ
ହେ ପବନପୁତ ହେ, ଅଞ୍ଜନୀସୂତ

ହେ ଶ୍ରୀରାମ ଦୂତ

ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ
ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ

ହେ ପବନପୁତ ହେ, ଅଞ୍ଜନୀସୂତ
ହେ ପବନପୁତ ହେ, ଅଞ୍ଜନୀସୂତ

ହେ ଶ୍ରୀରାମ ଦୂତ

ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ
ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ
ହେ ପବନପୁତ ହେ, ଅଞ୍ଜନୀସୂତ
ହେ, ଶ୍ରୀରାମ ଦୂତ

ସୂର୍ଯ୍ୟ ପରି ତେଜ ତୁମ ବାୟୁ ପରି ବେଗ
ସିନ୍ଧୁ ସରିଚିତ ତୁମେ ବିନ୍ଧ୍ୟ ପରବତ

ହୋ, ସୂର୍ଯ୍ୟ ପରି ତେଜ ତୁମ ବାୟୁ ପରି ବେଗ
ସିନ୍ଧୁ ସରିଚିତ ତୁମେ ବିନ୍ଧ୍ୟ ପରବତ

କଳାକୁ ସରି ତୁମ ଶକତି ଅଟେ ଯେ ଅନନ୍ତ
କଳାକୁ ସରି ତୁମ ଶକତି ଅଟେ ଯେ ଅନନ୍ତ

ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ
ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ
ହେ ପବନପୁତ ହେ, ଅଞ୍ଜନୀସୂତ
ହେ, ଶ୍ରୀରାମ ଦୂତ

ରଘୁକୁଳ ଦାସ ତୁମେ ଲଙ୍କା କଲ ଧ୍ଵଂସ
ପ୍ରଭୁ ପାଦେ ବାସ ତୁମ ପ୍ରିୟ ସୂର୍ଯ୍ୟବଂଶ

ହୋ, ରଘୁକୁଳ ଦାସ ତୁମେ ଲଙ୍କା କଲ ଧ୍ଵଂସ
ପ୍ରଭୁ ପାଦେ ବାସ ତୁମ ପ୍ରିୟ ସୂର୍ଯ୍ୟବଂଶ

ତୁମକୁ ସ୍ମରି ଲଭେ ଯେ ସିଦ୍ଧି ତୁମରି ଭକତ
ତୁମକୁ ସ୍ମରି ଲଭେ ଯେ ସିଦ୍ଧି ତୁମରି ଭକତ

ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ
ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ

ହେ ପବନପୁତ ହେ, ଅଞ୍ଜନୀସୂତ
ହେ ପବନପୁତ ହେ, ଅଞ୍ଜନୀସୂତ

ହେ ଶ୍ରୀରାମ ଦୂତ

ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ
ତୁମ କୀର୍ତ୍ତି ମହିମା ଅପାରଅଦ୍ଭୁତ

ହେ ପବନପୁତ ହେ, ଅଞ୍ଜନୀସୂତ
ହେ ପବନପୁତ ହେ, ଅଞ୍ଜନୀସୂତ
ହେ, ଶ୍ରୀରାମ ଦୂତ



Credits
Writer(s): Saroj Nanda, Srikant Gautam
Lyrics powered by www.musixmatch.com

Link