Mo Premaku

ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର
ହଁ, ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର

ଦୁନିଆଁ ଆଖିରେ...
ଦୁନିଆଁ ଆଖିରେ ମୁଁ ଯେ ହେଲି ସାତପର

ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର
ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର
କଥା ଦେଇ ଭାଙ୍ଗିଦେଲୁ ସତେ ଏମିତିକା
ଶିଶୁଟିଏ ବାଲିଘର ଭାଙ୍ଗେ ଯେମିତିକା
ହଁ, କଥା ଦେଇ ଭାଙ୍ଗିଦେଲୁ ସତେ ଏମିତିକା
ଶିଶୁଟିଏ ବାଲିଘର ଭାଙ୍ଗେ ଯେମିତିକା
ଶିଶୁଟିଏ ବାଲିଘର ଭାଙ୍ଗେ ଯେମିତିକା

ମନ ଭାଙ୍ଗି ଚାଲିଗଲୁ, ରହିଗଲି ଏକା
ହଁ, ମନ ଭାଙ୍ଗି ଚାଲିଗଲୁ, ରହିଗଲି ଏକା

ବେଦିରୁ ସଵାରୀ...
ବେଦିରୁ ସଵାରୀ ତତେ ନେଲା ବହୁ ଦୂର

ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର
ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର
କଥା ନୁହେଁ, ଗପ ନୁହେଁ, ନୁହେଁ ମୁଁ କାହାଣୀ
ଇଚ୍ଛା କରି ତମେ ମତେ ଭୁଲି ପାରିବନି
କଥା ନୁହେଁ, ଗପ ନୁହେଁ, ନୁହେଁ ମୁଁ କାହାଣୀ
ଇଚ୍ଛା କରି ତମେ ମତେ ଭୁଲି ପାରିବନି
ଇଚ୍ଛା କରି ତମେ ମତେ ଭୁଲି ପାରିବନି

ଭାବନାରୁ, ସପନରୁ କାଢି ପାରିବନି
ହଁ, ଭାବନାରୁ, ସପନରୁ କାଢି ପାରିବନି

ତମେ ବି ପୋଛିବ...
ତମେ ବି ପୋଛିବ ଲୁହ ପଣତେ ତୁମର

ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର
ମୋ ପ୍ରେମକୁ କିଣିନେଲା ଟୋପାଏ ସିନ୍ଦୁର



Credits
Writer(s): Saroj Nanda
Lyrics powered by www.musixmatch.com

Link