Tu Ki Sei Sapan Pari

ତୁ କି ସେଇ ସପନ ପରୀଟେ?
ଯାହାକୁ ଏତେ ମୁଁ ଖୋଜିଛି
ତୋ ପ୍ରେମର ଅବିର ଛିଟାରେ
ଆଜି ଏ ଜୀବନ ଭିଜୁଛି

ଓ, ତୁ କି ସେଇ ସପନ ପରୀଟେ?
ଯାହାକୁ ଏତେ ମୁଁ ଖୋଜିଛି
ତୋ ପ୍ରେମର ଅବିର ଛିଟାରେ
ଆଜି ଏ ଜୀବନ ଭିଜୁଛି

ଚାଲୁ ଚାଲୁ ବାଟ ସରେ ତୋ କଥା ଭାବି
ଟୋପା ଟୋପା କାକରରେ ଆଙ୍କେ ତୋ ଛବି
ତତେ ପାଇ ଲାଗେ ମୋତେ ସ୍ୱର୍ଗ ପାଇ ଯାଇଛି

Why for I do feel you, feel you
In shining morning, oh my love?
Why for I do feel you, feel you
In lonely lonely night, oh my love?

Why for I do feel you, feel you
In shining morning, oh my love?
Why for I do feel you, feel you
In lonely lonely night, oh my love?



Credits
Writer(s): Abhijit Majumdar
Lyrics powered by www.musixmatch.com

Link