Aama Bhitare Kichhi Achhi - Version 2

ଆମ ଭିତରେ କିଛି ଅଛିକି? (କିଛି ଅଛିକି)
ହଁ, କିଛି ଅଛି, କିଛିତ ଅଛି

ଆମ ଭିତରେ କିଛି ଅଛିକି?
ଆମ ଭିତରେ କିଛି ଅଛିକି?
ହଁ, କିଛି ଅଛି, କିଛିତ ଅଛି
ହଁ, କିଛି ଅଛି, କିଛିତ ଅଛି

ମନ ଯେତେ କହିଲେବି ନାହିଁ ବୋଲି କିଛି
ତମ ମୁହଁ ଦେଖିଦେଲେ ହୁଏ କିଛି କିଛି (ହୁଏ କିଛି କିଛି)

ଆମ ଭିତରେ କିଛି ଅଛିକି?
ହଁ, କିଛି ଅଛି, କିଛିତ ଅଛି
ହଁ, କିଛି ଅଛି, କିଛିତ ଅଛି

ପ୍ରେମରେ ତୋ ପଡ଼ିଥିଲା ମୋର ଏଇ ହୃଦୟ
ଏଇ କଥା ଜାଣିବାକୁ ନେଲା ଏତେ ସମୟ
ସମୟତ ଧୀରେ ଧୀରେ ସାରିଦେଲା ଦୂରତା
ସେ ଆଖିତ ଏ ଆଖିକୁ କହେ ଆଜି ସେ କଥା

ଆଖି ଯେତେ କହିଲେବି ଦେଖିବନି କିଛି
ତମ ମୁହଁ ଦେଖିଦେଲେ ହୁଏ କିଛି କିଛି (ହୁଏ କିଛି କିଛି)

ଆମ ଭିତରେ କିଛି ଅଛିକି?
ହଁ, କିଛି ଅଛି, କିଛିତ ଅଛି
ହଁ, କିଛି ଅଛି, କିଛିତ ଅଛି

ନୀରବରେ ନିରଳାରେ ପଚାରିଲି ମନକୁ
ଭଲ ପାଇବାକୁ ଅନୁମତି ଦେଲି ନିଜକୁ
ଅନୁମତି ଦେଲ ବୋଲି ପ୍ରେମଋତୁ ଆସିଲା
ପ୍ରେମଋତୁ ଆସି ଆମ ହୃଦୟରେ ରହିଲା

ହୃଦୟ ତ ହୃଦୟକୁ କହେ କିଛି କିଛି
ଏବେ କାଇଁ ନୁଆଁ ନୁଆଁ ଲାଗେ ସବୁ କିଛି (ଲାଗେ ସବୁ କିଛି)

ଆମ ଭିତରେ କିଛି ଅଛିକି?
ହଁ, କିଛି ଅଛି, କିଛିତ ଅଛି
ହଁ, କିଛି ଅଛି, କିଛିତ ଅଛି



Credits
Writer(s): Bikash Das, Debidutta Mohanty
Lyrics powered by www.musixmatch.com

Link