Sagara Bukure - Male Version

ସାଗର ବୁକୁରେ ଅମାପ ଜଳ
ସାଗର ବୁକୁରେ ଅମାପ ଜଳ
ତଥାପି ପିଆସି ଶାମୁକା

ସାଗର ବୁକୁରେ ଅମାପ ଜଳ
ତଥାପି ପିଆସି ଶାମୁକା

ଟୋପେ ଜଳ ପାଇଁ ଆକାଶକୁ ଚାହିଁ
ଟୋପେ ଜଳ ପାଇଁ ଆକାଶକୁ ଚାହିଁ
ମରୁଥାଏ ଝୁରି ଝୁରିକା

ସାଗର ବୁକୁରେ ଅମାପ ଜଳ
ସାଗର ବୁକୁରେ ଅମାପ ଜଳ
କାହା ଅଭିଶାପେ ଏ ସାଗର ଲୁଣି?
ଶାମୁକା ତ ଖୋଜେ ଟୋପେ ମିଠା ପାଣି
କାହା ଅଭିଶାପେ ଏ ସାଗର ଲୁଣି?
ଶାମୁକା ତ ଖୋଜେ ଟୋପେ ମିଠା ପାଣି

ସାଗରେ ଥାଇ ବି ଆକାଶକୁ ସିଏ
ସାଗରେ ଥାଇ ବି ଆକାଶକୁ ସିଏ
ଭଲପାଏ ଲୁଚି ଲୁଚିକା

ସାଗର ବୁକୁରେ ଅମାପ ଜଳ
ସାଗର ବୁକୁରେ ଅମାପ ଜଳ
ପ୍ରଥମ ବର୍ଷାର ପ୍ରଥମ ବିନ୍ଦୁକୁ
ତୋଳିନିଏ ବୁକେ ମୁକ୍ତା କରିବାକୁ
ପ୍ରଥମ ବର୍ଷାର ପ୍ରଥମ ବିନ୍ଦୁକୁ
ତୋଳିନିଏ ବୁକେ ମୁକ୍ତା କରିବାକୁ

ଶାମୁକା ବୁକୁରେ ମୁକୁତା ପଚାରେ
ଶାମୁକା ବୁକୁରେ ମୁକୁତା ପଚାରେ
କହ ତୁ କାହାର ନାୟିକା

ସାଗର ବୁକୁରେ ଅମାପ ଜଳ
ସାଗର ବୁକୁରେ ଅମାପ ଜଳ
ତଥାପି ପିଆସି ଶାମୁକା

ସାଗର ବୁକୁରେ ଅମାପ ଜଳ
ତଥାପି ପିଆସି ଶାମୁକା

ଟୋପେ ଜଳ ପାଇଁ ଆକାଶକୁ ଚାହିଁ
ଟୋପେ ଜଳ ପାଇଁ ଆକାଶକୁ ଚାହିଁ
ମରୁଥାଏ ଝୁରି ଝୁରିକା

ସାଗର ବୁକୁରେ ଅମାପ ଜଳ
ତଥାପି ପିଆସି ଶାମୁକା
ତଥାପି ପିଆସି ଶାମୁକା
ତଥାପି ପିଆସି ଶାମୁକା



Credits
Writer(s): Nizam, Bijay Swain Biju
Lyrics powered by www.musixmatch.com

Link