Sajani Sajani

ସଜନୀ, ସଜନୀ, ସଜନୀ
ହୋ ସଜନୀ, ସଜନୀ, ସଜନୀ
ମୁଁ କାହାକୁ ଭଲ ପାଇନି
ହାଏରେ ମୁଁ କାହାକୁ ଭଲ ପାଇନି

ହୋ ଦେଇନି, ଦେଇନି, ଦେଇନି
ଦେଇନି, ଦେଇନି, ଦେଇନି
ମୋ ମନକୁ ବିକି ଦେଇନି
ହାଏରେ ମୁଁ କାହାକୁ ଭଲ ପାଇନି

ହାତଗଣ୍ଠି ବେଳେ ସାକ୍ଷୀ ରଖିଦିଅ, ତୁମେ ହେଲ ମୋରି ପାଇଁ
ସାତ ଜନମକୁ ତୁମଠାରେ ବନ୍ଧା, ଏ କଥାକି ଜଣା ନାହିଁ?
ହାତ ଗଣ୍ଠି ବେଳେ ସାକ୍ଷୀ ରଖିଦିଅ, ତୁମେ ହେଲ ମୋରି ପାଇଁ
ହୋ ସାତ ଜନମକୁ ତୁମଠାରେ ବନ୍ଧା, ଏ କଥାକି ଜଣା ନାହିଁ?

ହୋ ହେଇନି, ହେଇନି, ହେଇନି
ହୋ ହେଇନି, ହେଇନି, ହେଇନି
ମୁଁ କାହାର ହେଇଯାଇନି
ହାଏରେ ମୁଁ କାହାର ହେଇଯାଇନି

ହୋ ସଜନୀ, ସଜନୀ, ସଜନୀ
ମୁଁ କାହାକୁ ଭଲ ପାଇନି
ହାଏରେ ମୁଁ କାହାକୁ ଭଲ ପାଇନି

ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି
ଦେହ ଛୁଇଁ ତମ ଖାଇଥିଲି ରାଣ, ଏ କଥା କି ମନେ ନାହିଁ?
ଚଉଠି ରାତିରେ ପହିଲି ଛୁଆଁରେ ମୁଁ ପରା ତୁମରି ହେଲି
ଦେହ ଛୁଇଁ ତମ ଖାଇଥିଲି ରାଣ, ଏ କଥା କି ମନେ ନାହିଁ?

ହେ ଛୁଇଁନି, ଛୁଇଁନି, ଛୁଇଁନି
ହୋ ଛୁଇଁନି, ଛୁଇଁନି, ଛୁଇଁନି
ମୁଁ କାହାକୁ କେବେ ଛୁଇଁନି
ହାଏରେ ମୁଁ କାହାକୁ କେବେ ଛୁଇଁନି

ସଜନୀ, ସଜନୀ, ସଜନୀ
ମୁଁ କାହାକୁ ଭଲ ପାଇନି
ହାଏରେ ମୋ ମନକୁ ବିକି ଦେଇନି
ହାଏରେ ମୁଁ କାହାର ହେଇଯାଇନି
ହୋ କାହାକୁ କେବେ ଛୁଇଁନି



Credits
Writer(s): Abhijit Majumdar
Lyrics powered by www.musixmatch.com

Link