Chandan Purle Panball

ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି

ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି

ପାନ ମୋର ସାଧା ବିଡିଆ
ପାନ ମୋର ରସ୍-ରସିଆ
ପାନ ମୋର ସାଧା ବିଡିଆ
ପାନ ମୋର ରସ୍-ରସିଆ

ଖଣ୍ଡେ ଖାଇଦେ, ଖଣ୍ଡେ ଖାଇଦେ
ଆରେ ପାନ ରସିଆ

ରଙ୍ଗେଇ ଦେ ଅଧର, ଆରେ କାଳିଆ
ରଙ୍ଗେଇ ଦେ ଅଧର, ଆରେ କାଳିଆ

ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି
ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି

ପାନରେ ଦେଇଛି କେତକୀ ଖଇର
ଭାବ-ରସ ଭଜା ଗୁଆ
ଓ, ଭାବ-ରସ ଭଜା ଗୁଆ

ଯତନେ ଭାଙ୍ଗିଛି, ଲବଙ୍ଗ ଦେଇଛି
ତା ସଙ୍ଗେ ଚନ୍ଦନ ଖୁଆ
ତା ସଙ୍ଗେ ଚନ୍ଦନ ଖୁଆ

ସଞ୍ଜ ଧୂପ ସରିଗଲେ, ଧନ ମୋର ଥକିଗଲେ
ସଞ୍ଜ ଧୂପ ସରିଗଲେ, ଧନ ମୋର ଥକିଗଲେ

ପାନ ଖାଇବୁ, ମୋତେ ଖୋଜିବୁ
ଆରେ ମନରସିଆ

ମନରେ ବାନ୍ଧିଛି ମୁଁ ତତେ ମନୁଆ
ମନରେ ବାନ୍ଧିଛି ମୁଁ ତତେ ମନୁଆ

ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି
ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି

ପାନ ଭାଙ୍ଗୁଥିଲେ ତୋ ମୁହଁ ଦିଶୁଛି
ଆରେ ମୋ କାଳିଆ ଜହ୍ନ
ଆରେ ମୋ କାଳିଆ ଜହ୍ନ

ଗୋଟମୋତି ପାନ କାହୁଁ ମୁଁ ପାଇବି?
ମୁଁ ପରା ଗରିବ ଦିନ
ମୁଁ ପରା ଗରିବ ଦିନ

ମୋ ପାନ ବଦଳରେ ମାଗିବିନି କିଛି ତତେ ରେ
ମୋ ପାନ ବଦଳରେ ମାଗିବିନି କିଛି ତତେ ରେ

ନୀତି ରଖିବି, ନୀତି ଦେଖିବି
ତତେ ଦେଖିବି କଳା ରସିଆ

ତୋ ପାଦେ ଦିନ ଯାଉ ଗଳା-ମାଳିଆ
ତୋ ପାଦେ ଦିନ ଯାଉ ଗଳା-ମାଳିଆ

ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି
ଚନ୍ଦନପୁରିଆ ପାନବାଲି ମୁଁ
ଚନ୍ଦନପୁରିଆ ପାନବାଲି

ପାନ ମୋର ସାଧା ବିଡିଆ
ପାନ ମୋର ରସ୍-ରସିଆ
ପାନ ମୋର ସାଧା ବିଡିଆ
ପାନ ମୋର ରସ୍-ରସିଆ

ଖଣ୍ଡେ ଖାଇଦେ, ଖଣ୍ଡେ ଖାଇଦେ
ଆରେ ପାନ ରସିଆ

ରଙ୍ଗେଇ ଦେ ଅଧର, ଆରେ କାଳିଆ
ରଙ୍ଗେଇ ଦେ ଅଧର, ଆରେ କାଳିଆ
ରଙ୍ଗେଇ ଦେ ଅଧର, ଆରେ କାଳିଆ
ରଙ୍ଗେଇ ଦେ ଅଧର, ଆରେ କାଳିଆ



Credits
Writer(s): Bhushan Dua
Lyrics powered by www.musixmatch.com

Link