Chithi Mora Tiki Chadhei

ଚିଠି ମୋର ଟିକି ଚଢ଼େଇ
ଚିଠି ମୋର ଟିକି ଚଢ଼େଇ
ଫୁର୍ କିନା ଦେଲି ଉଡ଼େଇ

ସେଇ ଚଢେଇ (ଲାଲା-ଲା-ଲାଲା)
କହିବ ଯାଇ (ଲାଲା-ଲା-ଲାଲା)

ସେଇ ଚଢ଼େଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ
ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ

ଚିଠି ମୋର ଟିକି ଚଢ଼େଇ
ଚିଠି ମୋର ଟିକି ଚଢ଼େଇ

ସାଗର-ସାଗର, ସାଗର ବୁକୁରେ
ଲହରୀରେ ଢେଉ ଢେଉକା
ସାଗର-ସାଗର, ସାଗର ବୁକୁରେ
ଲହରୀରେ ଢେଉ ଢେଉକା

ଲହରୀ-ଲହରୀ, ଲହରୀ ବୁକୁରେ
ପାଇଛି ମୁଁ ମୋ ଶାମୁକା
ଶାମୁକା ମୋର ଅତି ନିଜର ଜାଣେନା ସେତ କାହାର ପାଇଁ
ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ

ଚିଠି ମୋର ଟିକି ଚଢ଼େଇ
ଚିଠି ମୋର ଟିକି ଚଢ଼େଇ

ଶାମୁକା-ଶାମୁକା, ଶାମୁକା ଓଠୋରେ
ଶିଶିର ହୋଇଛି ସାଇତା
ଶାମୁକା-ଶାମୁକା, ଶାମୁକା ଓଠୋରେ
ଶିଶିର ହୋଇଛି ସାଇତା

ଜାଣେନା-ଜାଣେନା, ଜାଣେନା କେବେ ସେ
ଶିଶିର ହେବଯେ ମୁକୁତା
ମୋ ମନର ସେଇ ଶିଶିର
ମୁକୁତା ହେଲେ କାହାର ପାଇଁ

ସେ ଆମ ପାଇଁ, ଆମ ପାଇଁ
ଆମ ପାଇଁ, ଆମ ପାଇଁ

ଚିଠି ମୋର ଟିକି ଚଢ଼େଇ
ଚିଠି ମୋର ଟିକି ଚଢ଼େଇ
ଫୁର୍ କିନା ଦେଲି ଉଡ଼େଇ

ସେଇ ଚଢେଇ (ଲାଲା-ଲା-ଲାଲା)
କହିବ ଯାଇ (ଲାଲା-ଲା-ଲାଲା)

ସେଇ ଚଢ଼େଇ କହିବ ଯାଇ ଲେଖିଛି ଯିଏ ଏଇ ଚିଠି ସେ
ସେ ତୋରି ପାଇଁ, ତୋ ପାଇଁ
ତୋରି ପାଇଁ, ତୋ ପାଇଁ



Credits
Writer(s): Akshay Mohanty
Lyrics powered by www.musixmatch.com

Link