Sankhabala

ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା
ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା

ଘଟଗାଁ ବାଟ ବୋଲି ସଙ୍ଖାରି ଜାଣିଲା
ଘଟଗାଁ ବାଟ ବୋଲି ସଙ୍ଖାରି ଜାଣିଲା
ତାରିଣୀ ଶଙ୍ଖା ମାଗିଲା

ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା
ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା

ଶିଆଳି ଲତାର ତଳେ, ଶାଳଗଛ ମୂଳେ
ଭକ୍ତ ସଙ୍ଗେ ପଣକରି ମା' ରହିଥିଲେ
ଶିଆଳି ଲତାର ତଳେ, ଶାଳଗଛ ମୂଳେ
ଭକ୍ତ ସଙ୍ଗେ ପଣକରି ମା' ରହିଥିଲେ

କାହାପାଇଁ ମା' ସିଏ, କାହାପାଇଁ ଝିଅ
ମା'ର ମମତା ଦିଏ, ମାଗେ ପୁଣି ସ୍ନେହ
ଏଇତ ତାହାରି ଲୀଳା

ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା
ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା

ଶାଢ଼ୀବାଲା, ଶଙ୍ଖାବାଲା କେତେ କେତେ ସାକ୍ଷୀ
ଘଟଗାଁ ଜଙ୍ଗଲରେ କିଏ ଦିଏ ଡାକି?
ହୋ, ଶାଢ଼ୀବାଲା, ଶଙ୍ଖାବାଲା କେତେ କେତେ ସାକ୍ଷୀ
ଘଟଗାଁ ଜଙ୍ଗଲରେ କିଏ ଦିଏ ଡାକି?

କଳା-ଶାଢ଼ୀ, ନାଲି-ଶଙ୍ଖା ସରଧାରେ ନିଏ
ଭକତର ମନ ଜାଣି ଫଳ ପୁଣି ଦିଏ
ଧନ୍ୟ ତ ତାହାରି ଲୀଳା

ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା
ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା

ଘଟଗାଁ ବାଟ ବୋଲି ସଙ୍ଖାରି ଜାଣିଲା
ଘଟଗାଁ ବାଟ ବୋଲି ସଙ୍ଖାରି ଜାଣିଲା
ତାରିଣୀ ଶଙ୍ଖା ମାଗିଲା

ଶଙ୍ଖାବାଲା, ଶଙ୍ଖାବାଲା, କିଏ ଡାକିଦେଲା?
ଜଙ୍ଗଲରେ ପୁଣି ଝିଅ ପିଲା
ଜଙ୍ଗଲରେ ପୁଣି ଝିଅ ପିଲା
ଜଙ୍ଗଲରେ ପୁଣି ଝିଅ ପିଲା



Credits
Writer(s): Alekh Biswal, Bijay Swain Biju
Lyrics powered by www.musixmatch.com

Link