Rani Lo Rani

Oh, oh, oh, ma mine, please, come here
Oh, ma mine, change her
Every hour, everywhere
When I'm with you, why fear?
What a look! what a lip!
Gi-gi-gi-gi-gi-gi-gi-gi-gi, give me more
With your smile, with your style
Love me, love me, love me forever

ରାଣୀ ଲୋ ରାଣୀ, ଚିକି-ଚିକି ବମ୍-ବମ୍
ଦହିବରା ଆଳୁଦମ୍
ପ୍ରେମ ଆମ ନୁହେଁ କମ୍
ଚାଲିବ ତ ଘମାଘମ୍

ବଜାର୍ ଗରମ୍
ବଜାର୍ ଗରମ୍
ବଜାର୍ ଗରମ୍
ହେ, ହେ, ହେ, ବଜାର୍ ଗରମ୍

ରାଜା ରେ ରାଜା, ଚିକି-ଚିକି ବମ୍-ବମ୍
ଦହିବରା ଆଳୁଦମ୍
ପ୍ରେମ ଆମ ନୁହେଁ କମ୍
ଚାଲିବ ତ ଧମାଧମ୍

ବଜାର୍ ଗରମ୍
ବଜାର୍ ଗରମ୍
ବଜାର୍ ଗରମ୍
ହେ, ହେ, ହେ, ବଜାର୍ ଗରମ୍

ଚାଟ୍, ଘୁଗୁନି, ବାରମଜା
ତୁ ମୋ ରାଣୀ, ମୁଁ ତୋ ରାଜା
ବରା, ପିଆଜି, ଗୁଲୁଗୁଲା
ଆମ ପ୍ରେମରେ ନାହିଁ ତୋଲା

Show me your lovely face
Welcome to my dinners
Sunny days, lonely nights
Let's enjoy our time

ଛାତି ହୁଏ ଛନ-ଛନ
ମନ ହୁଏ କନ-କନ
ଛାତି ତଳେ, ମନ ତଳେ ବାଜେ ପ୍ରେମ-drum

ବଜାର୍ ଗରମ୍
ବଜାର୍ ଗରମ୍
ବଜାର୍ ଗରମ୍
ହେ, ହେ, ହେ, ବଜାର୍ ଗରମ୍

ରାଣୀ ଲୋ ରାଣୀ, ଚିକି-ଚିକି ବମ୍-ବମ୍
ଦହିବରା ଆଳୁଦମ୍
ପ୍ରେମ ଆମ ନୁହେଁ କମ୍
ଚାଲିବ ତ ଘମାଘମ୍

ବଜାର୍ ଗରମ୍
ବଜାର୍ ଗରମ୍
ବଜାର୍ ଗରମ୍
ହେ, ହେ, ହେ, ବଜାର୍ ଗରମ୍

ପ୍ରେମ ତ ମୋର ଠିପିଖୋଲା
ପିଇଯା ଧରି Coca-Cola
ରହିଯା ଗୋରୀ ନାହିଁ ଡେରି
ପୁରା କରିବି love-story

Something hot, something cool
Everything is so nice
Oh, baby, be happy
Let's just sing and dance

ପାଦ ହୁଏ ଥମଥମ୍
ଝାଳ ବହେ ଗମଗମ୍
ଲୁଚା ଚୋରା ପରେ ପ୍ରେମ ହବ ଧମାଧମ୍

ବଜାର୍ ଗରମ୍
ବଜାର୍ ଗରମ୍
ବଜାର୍ ଗରମ୍
ହେ, ହେ, ହେ, ବଜାର୍ ଗରମ୍

ହେ, ରାଣୀ ଲୋ ରାଣୀ, ଚିକି-ଚିକି ବମ୍-ବମ୍
ଦହିବରା ଆଳୁଦମ୍
ପ୍ରେମ ଆମ ନୁହଁ କମ୍
ଚାଲିବ ତ ଘମାଘମ୍

ବଜାର୍ ଗରମ୍
ବଜାର୍ ଗରମ୍
ବଜାର୍ ଗରମ୍
ବଜାର୍ ଗରମ୍
ହାଁ, ବଜାର୍ ଗରମ୍
ହେ, ହେ, ହେ, ବଜାର୍ ଗରମ୍
ବଜାର୍ ଗରମ୍
ହେ, ହେ, ହେ, ବଜାର୍ ଗରମ୍



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link