Mo Bopalo

ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
ମୋ ବୋପାଲା
ଆଲୋ ଚଗଲି ରାଗ ତୋ ନାଲି
କଥା ବନ୍ଧୁକ ଗୁଳି
ମୋ ବୋପାଲୋ

ସବୁ ଝିଅଙ୍କ ଗୋଟିଏ ରୋଗ
ନାକ ଆଗରେ ତାଙ୍କରି ରାଗ
ଛୁଉଁ ଛୁଉଁ ଦେବେ ଠେଲି
ମୋ ବୋପାଲୋ
(ମୋ ବୋପାଲୋ)

ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
ମୋ ବୋପାଲୋ
(ମୋ ବୋପାଲୋ)

ଗୋରୀ ତୁ ସତେ ଲୋଟଣି ପାରା
କେବେ ମୋ ହାତେ ଦବୁ ଲୋ ଧରା
ମତେ ଦେଖେଇ ଛଟକ ଛଇ
ଫସେଇ ଦେଲୁ ଆଖୁ ନଚେଇ

ସବୁ ଝିଅଙ୍କ ପୁରୁଣା ଖୋଇ
ଭିତରେ ହବୁ ଉପରେ ନାଇ
ମିଛେ ମିଛେ ଦେବେ ଗାଳି
(ମୋ ବୋପାଲୋ)

ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
(ମୋ ବୋପାଲୋ)

ହୋହୋ-ହୋହୋ
ହୋହୋ-ହୋହୋ ହୋ, ହୋ, ହୋ

କହୁଚି ଆଜି, ରଖିଥା ମନେ
ଉଡେଇ ନେବି ତତେଲୋ ଦିନେ
ସହର ସାରା ପଡ଼ିବ ହୁରି
ତତେଲୋ କିଏ କରିଚି ଚୋରି?

ସବୁ ଝିଅଙ୍କ ଗୋଟିଏ ଦୋଷ
ଆଗରେ କାନ୍ଦ, ପଛରେ ହସ
ଗୋଡ଼େଇ ଗୋଡ଼େଇ ମଲି
ମୋ ବୋପାଲୋ
(ମୋ ବୋପାଲୋ)

ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
(ମୋ ବୋପାଲା)
ଆଲୋ ଚଗଲି ରାଗ ତୋ ନାଲି
କଥା ବନ୍ଧୁକ ଗୁଳି
(ମୋ ବୋପାଲା)
ମୋ ବୋପାଲା

(ମୋ ବୋପାଲୋ)
ମୋ ବୋପାଲୋ
(ମୋ ବୋପାଲୋ)
ମୋ ବୋପାଲୋ
(ମୋ ବୋପାଲୋ)
ମୋ ବୋପାଲୋ



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link