Tuma Rupa Ranga Bhari

ତୁମ ରୂପ, ରଙ୍ଗ ଭାରି ବଢିଆ
ସତେ ଟିକେ ହେଲେ ନାହିଁ ଅଡୁଆ

ଲାଗେ ଏଇଥର ତମେ ହବ Miss-India

ତୁମ ରୂପ, ରଙ୍ଗ ଭାରି ବଢିଆ
ସତେ ଟିକେ ହେଲେ ନାହିଁ ଅଡୁଆ

ଲାଗେ ଏଇଥର ତମେ ହବ Miss-India

ରୂପ ତୁମର ଛନ-ଛନିଆ
ହବ କି ମୋର ସୁନା କନିଆଁ?
ଜଳିଯିବ ସାରା ଦୁନିଆଁ

ତୁମ ରୂପ, ରଙ୍ଗ ଭାରି ବଢିଆ
ସତେ ଟିକେ ହେଲେ ନାହିଁ ଅଡୁଆ

ଲାଗେ ଏଇଥର ତମେ ହବ Miss-India
ଲାଗେ ଏଇଥର ତମେ ହବ Miss-India

ତୁମ ସେଇ ଦରଦି-ଦରଦି ନଜର
ଲାଗେ ମୋତେ ନିହାତି-ନିହାତି ନିଜର
ଆଉ ପଛେ କାହାକୁ ଖାତିରି ନକର
ଆମ ଆଡେ ଟିକିଏ ରଖିବ ନଜର

କହୁଛନ୍ତି ସବୁ ଭେଣ୍ଡିଆ
ତମ ହସ କାଳେ ଲକ୍ଷେ ଟଙ୍କିଆ

ଲାଗେ ଏଇଥର ତମେ ହବ Miss-India
ଲାଗେ ଏଇଥର ତମେ ହବ Miss-India

ନୁଆ-ନୁଆ fashion-fashion ତମର
ବୟସ ତ ସେଥିରେ ଢାଳିଛି ଅତର
ଚାରିଆଡୁ ତମେ ତ ଲାଗୁଛ ସୁନ୍ଦର
ସୁନ୍ଦରୀ ଗୋ, ନଲାଗୁ କାହାର ନଜର

ତମ ଆଗେ ହୋଇଲେ ଠିଆ
ଲାଜେ ମରିଯିବ ଐଶୁରୀଆ

ଲାଗେ ଏଇଥର ତମେ ହବ Miss-India

ତୁମ ରୂପ, ରଙ୍ଗ ଭାରି ବଢିଆ
ସତେ ଟିକେ ହେଲେ ନାହିଁ ଅଡୁଆ

ଲାଗେ ଏଇଥର ତମେ ହବ Miss-India

ରୂପ ତୁମର ଛନ-ଛାନିଆ
ହବ କି ମୋର ସୁନା କନିଆଁ?
ଜଳିଯିବ ସାରା ଦୁନିଆଁ

ତୁମ ରୂପ, ରଙ୍ଗ ଭାରି ବଢିଆ
ସତେ ଟିକେ ହେଲେ ନାହିଁ ଅଡୁଆ

ଲାଗେ ଏଇଥର ତମେ ହବ Miss-India
ଲାଗେ ଏଇଥର ତମେ ହବ Miss-India
ଲାଗେ ଏଇଥର ତମେ ହବ Miss-India
ଲାଗେ ଏଇଥର ତମେ ହବ Miss-India
ଲାଗେ ଏଇଥର ତମେ ହବ Miss-India



Credits
Writer(s): Nizam, Biswambhar Sabat
Lyrics powered by www.musixmatch.com

Link