Raja Kahe Rani

ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ

ଯେତେ କରିଲେ କରମ
ଯେତେ କରିଲେ ଧରମା
ଯେତେ କରିଲେ କରମ
ଯେତେ କରିଲେ ଧରମ

ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ

ସତ ମୁଁ କହୁଚି ତୋ ରାଣ ଖାଉଚି
ସତ ମୁଁ କହୁଚି ତୋ ରାଣ ଖାଉଚି

କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର
କେତେ ଯୁଗରୁ କାହିଁ ଚାହିଁଥିଲା ଧୀବର
ଆସିଲେ ପ୍ରଭୁ ରାମ ଧୋଇଦେଲା ପୟର

ବସାଇ ନାଆରେ ନେଲା ସେ ବାହିରେ
ବସାଇ ନାଆରେ ନେଲା ସେ ବାହିରେ

ଜନମେ ରାମନାମ, ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ
ଜନମେ ରାମନାମ, ମରଣରେ ଶ୍ରୀରାମ
ସବୁରି ପାଇଁ ରାମ ରାଜା ପୁରୁଷୋତ୍ତମ

ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ
ଏ କଳି ଯୁଗରେ ଭଜ ଗୋ ଶ୍ରୀରାମ

ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ
ରାଜା କହେ ରାଣୀ ଶୁଣଲୋ କାହାଣୀ
ସୀତା ରାମଙ୍କର ଅଲିଭା ବାଣୀ

ଯେତେ କରିଲେ କରମ
ଯେତେ କରିଲେ ଧରମ
ଯେତେ କରିଲେ କରମ
ଯେତେ କରିଲେ ଧରମ

ହେଲେ ଭଙ୍ଗା ଦୁନିଆରେ ଏକା ସତ ରାମନାମ

ସତ ମୁଁ କହୁଚି ତୋ ରାଣ ଖାଉଚି
ସତ ମୁଁ କହୁଚି ତୋ ରାଣ ଖାଉଚି



Credits
Writer(s): Swami Arup Nanda, Bana Jena
Lyrics powered by www.musixmatch.com

Link