Hai To Khosaru

ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି
ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି

ତତେ ଚାହିଁ କାଳିଆ...
ତତେ ଚାହିଁ କାଳିଆ ଯେବେ ଦେବ ଲୋ ହସି

ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି
ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି

ସ୍ୱାର୍ଥପର ଏ ସଂସାର, ସବୁଠି ଖାଲି ଛଳନା
ମନ ଖୋଲା ହସ ଟିକେ ଖୋଜିଲେ ଏଠି ମିଲେନା

ଓ, ସ୍ୱାର୍ଥପର ଏ ସଂସାର, ସବୁଠି ଖାଲି ଛଳନା
ମନ ଖୋଲା ହସ ଟିକେ ଖୋଜିଲେ ଏଠି ମିଲେନା

ଜହ୍ନ ସୁରୁଜ ପରି ଲୋ ସତ
ଜଗା ହସରେ ନାହିଁ ଲୋ ଖାଦ
ଜହ୍ନ ସୁରୁଜ ପରି ଲୋ ସତ
ଜଗା ହସରେ ନାହିଁ ଲୋ ଖାଦ

ହସିଦେଲେ କାଳିଆ ମନ ଯାଏ ଓଲସି

ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି
ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି

ଦୁଃଖ ଭରା ଦୁନିଆଁରେ ଦେବାକୁ ଖୁସି ପରସି
ଦିନ ରାତି କାଳିଆ ମୋ ହସୁଛି ଦେଉଳେ ବସି

ହୋ-ହୋ, ଦୁଃଖ ଭରା ଦୁନିଆଁରେ ଦେବାକୁ ଖୁସି ପରସି
ଦିନ ରାତି କାଳିଆ ମୋ ହସୁଛି ଦେଉଳେ ବସି

ପ୍ରୀତି ଫଗୁଣ ଆଣେ ତା ହସ
ପୁଣ୍ୟ-ପକ୍ଷୀ ଉଡେ ବାରମାସ
ପ୍ରୀତି ଫଗୁଣ ଆଣେ ତା ହସ
ପୁଣ୍ୟ-ପକ୍ଷୀ ଉଡେ ବାରମାସ

ତା ହସରେ ମଣିଷ ହୁଏ ସରଗବାସୀ

ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି
ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି

ତତେ ଚାହିଁ କାଳିଆ...
ତତେ ଚାହିଁ କାଳିଆ ଯେବେ ଦେବ ଲୋ ହସି

ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି
ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି
ହାଏ ତୋ ଖୋସାରୁ ମଲ୍ଲିଫୁଲ ପଡିବ ଖସି



Credits
Writer(s): Guru Satpathy, Malaya Mishra
Lyrics powered by www.musixmatch.com

Link