Feel My Love [feat. Moni Gopal] - Reprised Version

ପାଖରେ ହଉ ଅବା ଦୂରରେ feel my love
ଝୁଲେଇ ଦେଲେବି ଫାଶୀରେ feel my love
ଗଲେ ତୁ ଯିବୁ ରାଗି ତଥାପି feel my love
ଏ ପ୍ରେମ ତୋ ଲାଗି, please feel my love

ପାଦର ଧୂଳି ଟିଏ ମୁଁ ତୋର ବାଟରେ
ପାଗଳ ପ୍ରେମି ଟିଏ ମୁଁ ତୋର ପ୍ରେମରେ
ତଥାପି କହୁଛି ମୁଁ ଭଲପାଏ-ଭଲପାଏ
Feel my love
Feel my love
Feel my love
Feel my love

ମୋତେ ଗାଳି ଦେଇପାରୁ, ଘୃଣା ତୁ କରିପାରୁ
ହୁଏତ ମୋ ପ୍ରେମ ପାପ ତୋ ପାଇଁ
ମୋତେ ଦୋଷ ଦେଇପାରୁ, ବିଷ ତୁ ଦେଇପାରୁ
ହୁଏତ ମୋ ପ୍ରେମ କଣ୍ଟା ତୋ ପାଇଁ
ଭୁଲ ତୁ ବୁଝିପାରୁ, ମୋତେ ଭୁଲି ଯାଇପାରୁ
ତଥାପି କହୁଛି ମୁଁ ଭଲପାଏ-ଭଲପାଏ
Feel my love
Feel my love
Feel my love
Feel my love

ସତରେ ହଉ ଅବା ସ୍ୱପ୍ନରେ feel my love
ଛଳନା ନାହିଁ ମୋ ପ୍ରେମରେ feel my love
ଗଲେ ତୁ ଯା ଦୁରେ ତଥାପି feel my love
ଅଛୁ ତୁ ମୋ ମନେ, please feel my love

ହୁଏତ ଜାଗା ନାହିଁ ତୋ ମନେ ମୋ ପାଇଁ
ହୁଏତ ବାଲିଘର ମୋ ମନ ତୋ ପାଇଁ
ତଥାପି କହୁଛି ମୁଁ (କହୁଛି ମୁଁ)
Feel my love
Feel my love
Feel my love
Feel my love



Credits
Writer(s): Arun Mantri, Moni Gopal
Lyrics powered by www.musixmatch.com

Link