Om Namah Shivaya

ଜୟ ହେ, ଶିବଶଙ୍କର
ହେ ପ୍ରଭୁ, ଆଖଣ୍ଡଳେଶ୍ୱର
ଜୟ ହେ, ଶିବଶଙ୍କର
ହେ ପ୍ରଭୁ, ଆଖଣ୍ଡଳେଶ୍ୱର

ଆଜି ତୁମର ଜାଗର
ଭିଡ ଭାରି ତୁମ ମନ୍ଦିର
ଭିଡ ଭାରି ତୁମ ମନ୍ଦିର

ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ

ମର୍ତ୍ତ୍ୟ ମଣ୍ଡଳେ ତୁମପରି ପ୍ରଭୁ
ହେ ପ୍ରଭୁ, ପଶ୍ଚିମାଶମ୍ଭୁ
ଏଇ ଦୁନିଆରେ ନାହିଁ ଆଉ କେହି
ଦୁଃଖ ମୋର ଶୁଣିବାକୁ

ମର୍ତ୍ତ୍ୟ ମଣ୍ଡଳେ ତୁମପରି ପ୍ରଭୁ
ହେ ପ୍ରଭୁ, ପଶ୍ଚିମାଶମ୍ଭୁ
ଏଇ ଦୁନିଆରେ ନାହିଁ ଆଉ କେହି
ଦୁଃଖ ମୋର ଶୁଣିବାକୁ

ଆଜି ତୁମର ଜାଗର
ଦୁଃଖ ଶୁଣ ଭୋଳାଶଙ୍କର
ଦୁଃଖ ଶୁଣ ଭୋଳାଶଙ୍କର

ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ

ଏଇ ସଂସାରରେ ଲୋଡ଼ା ନାହିଁ କିଛି
ତୁମେ ଥିଲେ ସବୁ ଅଛି
ମାରିଲେ ମାରିବ, ତାରିଲେ ତାରିବ
ତୁମ ହାତେ ସବୁ କିଛି

ଏଇ ସଂସାରରେ ଲୋଡ଼ା ନାହିଁ କିଛି
ତୁମେ ଥିଲେ ସବୁ ଅଛି
ମାରିଲେ ମାରିବ, ତାରିଲେ ତାରିବ
ତୁମ ହାତେ ସବୁ କିଛି

ଆଜି ତୁମର ଜାଗର
ସଂକଟରୁ କର ଉଦ୍ଧାର
ସଂକଟରୁ କର ଉଦ୍ଧାର

ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ
ଓଁ ନମଃ ଶିବାୟ



Credits
Writer(s): Manas Kumar, Nilam Kumar Das
Lyrics powered by www.musixmatch.com

Link