Prabhu Tume Mora

ପ୍ରଭୁ ତୁମେ ମୋର ପ୍ରିୟ ପରମ
ପ୍ରଭୁ ତୁମେ ମୋର ପ୍ରିୟ ପରମ
ଜୀବନ କାରଣ, ଜୀବ ଜୀବନ

ପ୍ରଭୁ ତୁମେ ମୋର ପ୍ରିୟ ପରମ
ପ୍ରଭୁ ତୁମେ ମୋର ପ୍ରିୟ ପରମ

ଜୀବନ କାରଣ, ଜୀବ ଜୀବନ
ଜୀବନ କାରଣ, ଜୀବ ଜୀବନ
ପ୍ରଭୁ ତୁମେ ମୋର ପ୍ରିୟ ପରମ

ପ୍ରକୃତି ପୁରୁଷ ତୁମେ ଲୀଳାମୟ
ତୁମ ବିଭୂତିରେ ବିଶ୍ୱ ପ୍ରେମମୟ

ଅକୂଳରେ କୂଳ ଦେବାକୁ ଆସିଛ
ହୋଇ ଅନୁକୂଳ, ହେ ରାଧେଗୋବିନ୍ଦ

ଭରିଦିଅ ପ୍ରାଣେ...

ଭରିଦିଅ ପ୍ରାଣେ ସେ ବଂଶୀ ସୁର

ଜୀବନ କାରଣ, ଜୀବ ଜୀବନ
ପ୍ରଭୁ ତୁମେ ମୋର ପ୍ରିୟ ପରମ

ପରମ ଦରଦି ତୁମେ ଦୟାମୟ
ତୁମ ପରସରେ ବିଶ୍ୱ ମଧୁମୟ

ତୁମରି ମୂର୍ଚ୍ଛନା ଭରୁ ମୋ ଜୀବନେ
ନାଚୁ ମୋ ଜୀବନ ସେ ମଧୁର ତାନେ

ଅନୁପମ ତୁମେ...

ଅନୁପମ ତୁମେ, ହେ ଘନଶ୍ୟାମ

ଜୀବନ କାରଣ, ଜୀବ ଜୀବନ
ପ୍ରଭୁ ତୁମେ ମୋର ପ୍ରିୟ ପରମ
ପ୍ରଭୁ ତୁମେ ମୋର ପ୍ରିୟ ପରମ
ଜୀବନ କାରଣ...



Credits
Writer(s): Rajakishore Gochhayat
Lyrics powered by www.musixmatch.com

Link