Kahideli Manakholi

ହେ-ହେ, silky silky ରୂପ, ତାର ରୁମଝୁମ ରୁମୁଝୁମ ଚାଲି
ପହିଲି ଦେଖାରେ ତାକୁ ମନ ଦେଇଦେଲି
Silky silky ରୂପ, ତାର ରୁମଝୁମ ରୁମୁଝୁମ ଚାଲି
ପହିଲି ଦେଖାରେ ତାକୁ ମନ ଦେଇଦେଲି

ତା ପ୍ରେମରେ ପାଗଳ ହେଲି

କହିଦେବି ମନ ଖୋଲି ତାକୁ ଭଲପାଏ ବୋଲି

ହେ-ହେ, silky silky ରୂପ, ତାର ରୁମଝୁମ ରୁମୁଝୁମ ଚାଲି
ପହିଲି ଦେଖାରେ ତାକୁ ମନ ଦେଇଦେଲି
କିଛି କହେ ନାହିଁ, କିଛି ଶୁଣେ ନାହିଁ
ଚୋରା ଚାହାଣୀରେ ଯାଏ ଖାଲି ଚାଲି
ହୋ, କିଛି କହେ ନାହିଁ, କିଛି ଶୁଣେ ନାହିଁ
ଚୋରା ଚାହାଣୀରେ ଯାଏ ଖାଲି ଚାଲି

Hello, hello, hi, hi କହି ତାକୁ ଡାକିଲି
ମୁହଁ ମୋଡା, ଆଡ଼ ରୁଷା ସବୁ ସହିଲି
ଆଜି ନହେଲା ନାହିଁ ମୁଁ କାଲି

କହିଦେବି ମନ ଖୋଲି ତାକୁ ଭଲପାଏ ବୋଲି
ହେ-ହେ, silky silky ରୂପ, ତାର ରୁମଝୁମ ରୁମୁଝୁମ ଚାଲି
ପହିଲି ଦେଖାରେ ତାକୁ ମନ ଦେଇଦେଲି
ଆଖି ଯାଏ ଲାଖି ତାର ଗୋରା ଦେହେ
ହାଏ ସେ ଚେହେରା ଭୁଲିବାର ନୁହେଁ
ଆଖି ଯାଏ ଲାଖି ତାର ଗୋରା ଦେହେ
ହାଏ ସେ ଚେହେରା ଭୁଲିବାର ନୁହେଁ

ଟିକେ ସାଧା, ଟିକେ କଡା, ଟିକେ ତେଢ଼ା ଜାଣିଲି
ସବୁ ଜାଣି ତାକୁ ପୁଣି ଭଲ ପାଇଲି
ଯିବି ଫାଶୀରେ ପଛେ ମୁଁ ଝୁଲି

କହିଦେବି ମନ ଖୋଲି ତାକୁ ଭଲପାଏ ବୋଲି

ହେ-ହେ, silky silky ରୂପ, ତାର ରୁମଝୁମ ରୁମୁଝୁମ ଚାଲି
ପହିଲି ଦେଖାରେ ତାକୁ ମନ ଦେଇଦେଲି

ତା ପ୍ରେମରେ ପାଗଳ ହେଲି

କହିଦେବି ମନ ଖୋଲି ତାକୁ ଭଲପାଏ ବୋଲି
କହିଦେବି ମନ ଖୋଲି ତାକୁ ଭଲପାଏ ବୋଲି



Credits
Writer(s): Asad Nizam, Bikash Shukla
Lyrics powered by www.musixmatch.com

Link