Mausi Gharabhada

ଛାତ ଉପରେ, board ଲାଗିଛି
ଘର ଭଡ଼ା ଲାଗିବ, ଲାଗିବ, ଲାଗିବ
Balcony ରେ, ଝିଅଟେ ଅଛି
ଭଡ଼ା ରହିଲେ ଜମିବ, ଜମିବ, ଜମିବ

(ମାଉସୀ, ଓ ମାଉସୀ, ମାଉସୀ)
(କିଏ?)

ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?

(ଏ ପୁଅ ତୁ କଣ କରୁଛୁ?)
ବେପାର, ବେପାର, ବେପାର
(ଏ ପୁଅ ତୋର family କାଇଁ?)
Bachelor, bachelor, bachelor

(Bachelor କୁ ଭଡ଼ା ଦେଇ କାଇଁ ନାମ ନେବି କି?)

ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?

ମାଉସୀ, ମାଉସୀ, ମାଉସୀ, ମାଉସୀ
ମୋତେ ରଖିଲେ ତମର ଭାରି ଲାଭ
ମାସେ ଭିତରେ ବଢ଼େଇଦେବି ଭାବ
ତମ କୁକୁର ବୁଲେଇ ନେବି, ତମ ପରିବା କିଣି ଆଣିବି
ତମ gas ସରିଲେ ଆଉ ଗୋଟେ gas ଆଣିଦେବି

ହୋ, ମାଉସୀ, ମାଉସୀ, ମାଉସୀ, ମାଉସୀ
ମୋତେ ରଖିଲେ ତମର ଭାରି ଲାଭ
ମାସେ ଭିତରେ ବଢ଼େଇଦେବି ଭାବ
ତମ କୁକୁର ବୁଲେଇ ନେବି, ତମ ପରିବା କିଣି ଆଣିବି
ତମ gas ସରିଲେ ଆଉ ଗୋଟେ gas ଆଣିଦେବି

(ଏ ପୁଅ electry-bill ଦବୁ)
ହଁ ଦେବି, ହଁ ଦେବି, ହଁ ଦେବି
(ଏ ପୁଅ ସଞ୍ଜକୁ ଫେରି ଆସିବୁ)
ହଁ, ଫେରିବି, ଫେରିବି, ଫେରିବି

(ନିଶା-ପାଣି କରିବୁ ଯଦି ବାହାର କରିଦେବି ଟି)

ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?

ମାଉସୀ, ମାଉସୀ, ମାଉସୀ, ମାଉସୀ
ମୁଁ ରହିଲେ ତମର ଭାରି ଫାଇଦା
ତମ ଝିଅର ହବନି ଅସୁବିଧା
ତାକୁ tuition କରିବି, ତାକୁ college ନେଇଯିବି
ବାଟରେ ତାକୁ ଯିଏ ଚାହିଁବ, ଆଖି ତାଡ଼ିଦେବି

ମାଉସୀ, ମାଉସୀ, ମାଉସୀ, ମାଉସୀ
ମୁଁ ରହିଲେ ତମର ଭାରି ଫାଇଦା
ତମ ଝିଅର ହବନି ଅସୁବିଧା
ତାକୁ tuition କରିବି, ତାକୁ college ନେଇଯିବି
ବାଟରେ ତାକୁ ଯିଏ ଚାହିଁବ, ଆଖି ତାଡ଼ିଦେବି

(ଏ ପୁଅ ଝରକା ଖୋଲିବୁନି)
ଖୋଲିବିନି, ଖୋଲିବିନି, ଖୋଲିବିନି
(ଏ ପୁଅ ଝିଅଙ୍କୁ ଚାହିଁବୁନି)
ମା ରାଣ୍, ଚାହିଁବିନି, ଚାହିଁବିନି, ଚାହିଁବିନି

(ସାଙ୍ଗ ଖଟି କରିବୁ ଯଦି, ତଣ୍ଟିଆ ମୁଁ ଦେବି ଟି)

ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି?

(ଏ ପୁଅ ତୁ କେତେ ଦବୁ?)
୧୦୦୦, ୧୦୦୦, ୧୦୦୦
(ଏ ପୁଅ ତୁ କେବେ ଦବୁ?)
ପହିଲାରେ, ପହିଲରେ, ପହିଲାରେ

(ପହିଲା ଦିନ ଭଡ଼ା ନଦେଲେ, ଜିନିଷ ଫୋପାଡ଼ିଦେବି ଟି)

ମାଉସୀ ଘର-ଭଡ଼ା ଦବ କି?
ମାଉସୀ ଘର-ଭଡ଼ା ଦବ କି? (ହଁ, ନେଲୁ ଆଉ କଣ)
ମାଉସୀ ଘର-ଭଡ଼ା ଦବ କି? (କଣ୍ଟା ବାଡେଇବୁନି)
ମାଉସୀ ଘର-ଭଡ଼ା ଦବ କି? (Heater ଜଳେଇବୁନି)
(ଆଉ ପାଣି ବେଶି ଖର୍ଚ୍ଚ କରିବୁନି)



Credits
Writer(s): Abhijeet
Lyrics powered by www.musixmatch.com

Link