Aji Mu Kanduchhi

ଭଲ ପାଉଥିଲି ବୋଲି, ଆଜି ମୁଁ କାନ୍ଦୁଛି
ଅସଜଡା ସବୁ ସ୍ବପ୍ନ ଲୁହ ହେଇ ବୋହୁଛି

ଭଲ ପାଉଥିଲି ବୋଲି, ଆଜି ମୁଁ କାନ୍ଦୁଛି
ଅସଜଡା ସବୁ ସ୍ବପ୍ନ ଲୁହ ହେଇ ବୋହୁଛି

ମିଛ ପ୍ରତିଶ୍ରୁତି ଦେଇ, ଦେଲୁ ମତେ ଭଣ୍ଡେଇ

ଆଲୋ କଣ୍ଢେଇ, ତୋ ବିନା ମୋ ନିଶ୍ବାସ ଯାଉଛି ରହି
ଆଲୋ କଣ୍ଢେଇ, ତୋ ବିନା ମୋ ନିଶ୍ବାସ ଯାଉଛି ରହି

କାହିଁକି କେଜାଣି ଛଳନା ତୁ କଲୁ?
ବିଶ୍ଵାସ ବଦଳେ ବିଷ ଦେଇଗଲୁ
ହୋ, ଜାଣି ନଥିଲି ମୁଁ, ବୋହୁ ଦୂରେ ଜହ୍ନ
ତାକୁ ପାଇବାଟା ମୋ ପାଇଁ ସପନ

ତୋ ଛଳନା-ପ୍ରେମ ମତେ ଦେଉନି ବଞ୍ଚେଇ

ଆଲୋ କଣ୍ଢେଇ, ତୋ ବିନା ମୋ ନିଶ୍ବାସ ଯାଉଛି ରହି
ଆଲୋ କଣ୍ଢେଇ, ତୋ ବିନା ମୋ ନିଶ୍ବାସ ଯାଉଛି ରହି

କରିଥିଲି ତତେ ମୋ ଗଳାର ମାଳି
ଗଳା କାଟି ଚାଲିଯିବୁ, ଜାଣି ମୁଁ ନଥିଲି
ହାଏ, ପାରିଜାତ ଫୁଲ ସପନ ଦେଖେଇ
ପର କରି ମୋ ଖୁସିକୁ ନେଲୁଲୋ ଛଡ଼େଇ

ବଞ୍ଛିବି କେମିତି ତୋ ବିନା ମୁଁ ଏକା ହେଇ?

ଆଲୋ କଣ୍ଢେଇ, ତୋ ବିନା ମୋ ନିଶ୍ବାସ ଯାଉଛି ରହି
ଆଲୋ କଣ୍ଢେଇ, ତୋ ବିନା ମୋ ନିଶ୍ବାସ ଯାଉଛି ରହି



Credits
Writer(s): Bibhun Kumar Sahoo, Chinmay Dash, Pabitra Mohan Mohanty
Lyrics powered by www.musixmatch.com

Link