Chhatire Baje Sehnai Re - From "Mana Mora Kagaz Gudi"

ଛାତିରେ ବାଜେ ସାହାନାଇ ରେ
ଛାତିରେ ବାଜେ ସାହାନାଇ ରେ

ରାତିରେ ନାହିଁ ନିଦ ନାହିଁ ରେ

ହଟ୍, ଛାତିରେ ବାଜେ ସାହାନାଇ ରେ
ଛାତିରେ ବାଜେ ସାହାନାଇ ରେ

ରାତିରେ ନାହିଁ ନିଦ ନାହିଁ ରେ

ହଟ୍, ଛାତିରେ ବାଜେ ସାହାନାଇ ରେ

ତୋର ଆଖିରେ ଆଖିଏ ନିଶା
मदहोश କଲା ରେ हमेशा
ତୋର ଆଖିରେ ଅକୁହା ଫସା
ମତେ ଦେଖେଇଲା ନୂଆ ହସା

ହାଉଲେ ପ୍ରେମ ଗଲା ହେଇ ରେ
ହାଉଲେ ପ୍ରେମ ଗଲା ହେଇ ରେ
ହଟ୍, ହାଉଲେ ପ୍ରେମ ଗଲା ହେଇ ରେ
ହାଉଲେ ପ୍ରେମ ଗଲା ହେଇ ରେ
ଏଇ ବୋଧେ ଅନୁଭୂତି ନୂଆ ନୂଆ ପ୍ରେମର
ଜୀବନର ନୂଆ ଚିତ୍ର ଲାଗେ ଭାରି ସୁନ୍ଦର

ହୋ, ଏଇ ବୋଧେ ପ୍ରତିଶୃତି ମିଠା ମିଠା ମନର
ଆମ ପ୍ରେମ ନୁହେଁ କେବେ ଖେଳ ଛକି ଶୂନର

ତୋର ଆଖିରେ ଲେଖା ଶାୟରୀ
ମୋର ହୃଦୟକୁ କଲା ଚୋରି
ତୋର ଆଖିରେ ଲେଖା ଶାୟରୀ
ମୋର ହୃଦୟକୁ କଲା ଚୋରି

आहिस्ता ରଙ୍ଗ ଲାଗିଗଲା ରେ
आहिस्ता ରଙ୍ଗ ଲାଗିଗଲା ରେ
ଆଜିକାଲି ସବୁ ୠତୁ ଲାଗେ ମତେ ରଙ୍ଗିଲା
ସବୁ ଗପ, ସବୁ ଗୀତ ଲାଗେ ଭାରି ସୁରିଲା

ହାଏ, ଆଜିକାଲି ଏଇ ମନ ହୁଏ ଭାରି ଚଗଲା
ଇଚ୍ଛାହୁଏ କରିବାକୁ ମିଠା ମିଠା ଝାମେଲା

ଆଜିକାଲିର ବଡ଼ ଖବର
ତୁ ମୋର ଆଉ ମୁଁ ତୋର
ଆଜିକାଲିର ବଡ଼ ଖବର
ତୁ ମୋର ଆଉ ମୁଁ ତୋର

ହାଉଲେ ହଲ୍ଲା ହେଇଗଲା ରେ
ହାଉଲେ ହଲ୍ଲା ହେଇଗଲା ରେ
ହଁ, ହାଉଲେ ହଲ୍ଲା ହେଇଗଲା ରେ
ହାଉଲେ ହଲ୍ଲା ହେଇଗଲା ରେ



Credits
Writer(s): Japani Bhai
Lyrics powered by www.musixmatch.com

Link