Prema Tira (From "Lage Prema Najar")

Modern baby ଆଗୋ ମୋର ନବ ଚଇଲା
ତମ ଲାଗି ଜାନୁ ଆମେ ହେଲୁ ବାଉଳା
ହାଏ, ରୋମିଓ ରାମା ଜାଣିଥା ମୁଁ ଛଇ ଛଟକି
ଉଡ଼ିଯିବୁ ମାରିଦେଲେ ଗୋଟେ ଚୁଟୁକି

ତୁମ ନଟଖଟ୍ ଚାହାଣି, ମତେ ଛଟପଟ କଲାଣି
ହଲକଟ ହୃଦୟକୁ ଭାଙ୍ଗନି ରେ

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଆଉ ପ୍ରେମ ତୀର ତୁମେ ଫିଙ୍ଗନିରେ
ରସିଆରେ, ମନ୍ ବସିଆରେ
ତୋର character ବଦମାସିଆରେ
ସଙ୍ଗିନୀରେ, ରାସ ରଙ୍ଗିନୀରେ
ଆଉ ପ୍ରେମ ତୀର ତୁମେ ଫିଙ୍ଗନିରେ

ଲକ୍ଷଶିଲା ଚେହେରା ମୋ, ରଖିଥିଲି ସଜେଇ
ପ୍ରେମେ ଦେଲ ଭିଜେଇ
ହଁ, ମନ ତୀରେ ଗୁଞ୍ଜେ ମୋର ଲୁଟେ ତୁମେ ବଜେଇ
ନିଦ ନେଲ ହଜେଇ

ତମ ଖିଲି-ଖିଲି ବୟସ, ହାଏ କରେ ମତେ ବେହୋସ
ମୃଦୁ-ମୃଦୁ ହସିଦିଅ ଆଉ ରାଗନିରେ

ସଙ୍ଗିନୀରେ, ରାସ ରଙ୍ଗିନୀରେ
ଆଉ ପ୍ରେମ ତୀର ତୁମେ ଫିଙ୍ଗନିରେ
ରସିଆରେ, ମନ୍ ବସିଆରେ
ତୋର character ବଦମାସିଆରେ
ସଙ୍ଗିନୀରେ, ରାସ ରଙ୍ଗିନୀରେ
ଆଉ ପ୍ରେମ ତୀର ତୁମେ ଫିଙ୍ଗନିରେ

ଆ ତୁ ମୋର ପ୍ରାଣେସ୍ୱରି, ତୁମେ darling ମୋରଗୋ
ମୁଁ ଯେ ଚିତ୍ତ ଚୋରକ
ହୋ, ମଲ୍ଲିମାଳ ବାନ୍ଧିଦେଇ, ପ୍ରେମ ଦାନ କରଗୋ
କେତେ style ମାରଗୋ

ମନ ଚୁଲୁବୁଲି ମଇନା, ଧନ କୁଲୁ-କୁଲୁ ହୁଅନା
ଏବେ ଖୁଲମ ଖୁଲା ପ୍ରେମ ମାଗନିରେ

ରସିଆରେ, ମନ୍ ବସିଆରେ
ତୋର character ବଦମାସିଆରେ
ସଙ୍ଗିନୀରେ, ରାସ ରଙ୍ଗିନୀରେ
ଆଉ ପ୍ରେମ ତୀର ତୁମେ ଫିଙ୍ଗନିରେ
ଆରେ, ରସିଆରେ, ମନ୍ ବସିଆରେ
ତୋର character ବଦମାସିଆରେ



Credits
Writer(s): Baidyanath Dash
Lyrics powered by www.musixmatch.com

Link