Love Chaliba Tora Mora

ଯଉଦିନ ଛାତିରେ ମୋର ଲେଖିଦେଲି ତୋ name
ମନ କହେ ଖେଳିବ daily प्यार ବାଲା game
ହଁ, ଯଉଦିନ ଛାତିରେ ମୋର ଲେଖିଦେଲି ତୋ name
ମନ କହେ ଖେଳିବ daily प्यार ବାଲା game

ଓଡ଼ିଶାରେ ହାଲ୍ଲା ହବ ପ୍ରଥମ ଥର

Love ଚାଲିବ ତୋର ମୋର
January ରୁ December
ଆରେ, Love ଚାଲିବ ତୋର ମୋର
January ରୁ December

ଯଉଦିନ ପ୍ରେମରେ ତୋର ହେଇଗଲି ମୁଁ blame
ଯାହା ତୋର ହଉଛି hero ମୋର ହୁଏ same

ସବୁ TV channel ରେ hot ଖବର

Love ଚାଲିବ ତୋର ମୋର
January ରୁ December
ହଁ, Love ଚାଲିବ ତୋର ମୋର
January ରୁ December
Love ଚାଲିବ ତୋର ମୋର
January ରୁ December

ମୋର sim-card, ମୋର pincode
ହଁ, ଆଜିଠୁ ହେଲା ତୋର
ବାକି ରହିଲା DJ ବଜେଇ
କେବେ ହେବି ତୋ ବର?

ତୁ ମୋ credit card, ତୁ ମୋ bodyguard
ହଁ, ପାଖରେ ଥିବୁ ମୋର
दिल ଦେଇଛି जान ଦେବି
କାହାକୁ ନାହିଁ ଡର

ଯଉଦିନ ତୋ ଉପରେ ମନଟା ହେଲା ପ୍ରେମ୍
Photo ତୋର ଟଙ୍ଗେଇ ଦେଲି ଛାତିରେ କରି frame
ହୋ, ଯଉଦିନ ତୋ ଉପରେ ମନଟା ହେଲା ପ୍ରେମ୍
Photo ତୋର ଟଙ୍ଗେଇ ଦେଲି ଛାତିରେ କରି frame

ମୋତେ ଜମା ଛାଡୁନି ତୋର love fever

Love ଚାଲିବ ତୋର ମୋର
January ରୁ December
ହଁ, Love ଚାଲିବ ତୋର ମୋର
January ରୁ December
Love ଚାଲିବ ତୋର ମୋର
January ରୁ December

ଟୋକା प्यार वाला, ମନ ଜିତିଗଲା
ଆରେ, ବୋଳିଲୁ କଉ ଅଠା?
ଅନା ଜାଣିଥା party ଦିନ ଏଠି
ଭାବୁଛି ତୋ କଥା

ତୁ ମୋ caller tune, ତୁ ମୋ full moon
ହଁ, ଲାଗୁଛୁ ଭାରି ମିଠା
ଆଜିଠାରୁ ତୁ ସାଙ୍ଗରେ ମୋର
Selfie daily ଉଠା

ତୁ ମୋର ସାହେବ ହେବୁ, ମୁଁ ହେବି ତୋ ma'am
ଏଇ କଥା ସାରା ଜୀବନ କରୁଥିବିରେ claim
ହେ, ତୁ ମୋର ସାହେବ ହେବୁ, ମୁଁ ହେବି ତୋ ma'am
ଏଇ କଥା ସାରା ଜୀବନ କରୁଥିବିରେ claim

ଫାଟିଗଲେ ଫାଟୁ ପଛେ ଛାତି କାହାର

Love ଚାଲିବ ତୋର ମୋର
January ରୁ December
ହଁ, Love ଚାଲିବ ତୋର ମୋର
January ରୁ December
Love ଚାଲିବ ତୋର ମୋର
January ରୁ December
Love ଚାଲିବ ତୋର ମୋର
January ରୁ December
Love ଚାଲିବ ତୋର ମୋର (Love ଚାଲିବ ତୋର ମୋର)
January ରୁ December (January ରୁ December)



Credits
Writer(s): Baidyanath Dash
Lyrics powered by www.musixmatch.com

Link