Ration Card

ଯଉ ଝିଅର ଗାଲରେ କଳାଜାଇ
ଯଉ ଝିଅଟା ଦିଶୁଛି high-fi
ଯଉ ଝିଅର ଗାଲରେ କଳାଜାଇ
ଯଉ ଝିଅଟା ଦିଶୁଛି high-fi

ପ୍ରେମରେ କରି ରାଜନୀତି ଯେ କାଢ଼ୁଛି ବେଶି ଭାଉ

ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ

ଆମେ ଦେଇଥିଲୁ vote ବୋଲି ଜିତିଲା ସରପଞ୍ଚ
ଆମ ଭଳିଆ କେହି ତ ନୁହଁ ଆମେ single ଛାଞ୍ଚ
ହେ, ଆମେ ଦେଇଥିଲୁ vote ବୋଲି ଜିତିଲା ସରପଞ୍ଚ
ଆମ ଭଳିଆ କେହି ତ ନୁହଁ ଆମେ single ଛାଞ୍ଚ

ତମ style, ତମରି ଭାଉ ତମ ପାଖରେ ରଖ
ଆମେ ରାଗିଲେ କାହାର ନୁହଁ ଇତିହାସ ଦେଖ

ଆମ ସାଙ୍ଗରେ କଥା ହବାକୁ ମନା କରେ ଯା' ବୋଉ

ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ

ଗାଁଟା ସାରା ଆମରି ଚର୍ଚ୍ଚା, ଆମ ପାଖରେ ଭିଡ଼
ଲଣ୍ଠନ ଜାଳି ଆମର daily ଝାଞ୍ଜ, ଖଞ୍ଜଣି ମାଡ଼
ହେ, ଗାଆଁଟା ସାରା ଆମରି ଚର୍ଚ୍ଚା, ଆମ ପାଖରେ ଭିଡ଼
ଲଣ୍ଠନ ଜାଳି ଆମର daily ଝାଞ୍ଜ, ଖଞ୍ଜଣି ମାଡ଼

Girlfriend ଟେ ନ ଥାଉ ପଛେ ଆମର ସବୁ ଶାଳୀ
ସୁନ୍ଦରୀ ଝିଅ ଶୁଣାନ୍ତି ଟିକେ family-pack ଗାଳି

ଯାଉ ଝିଅଟା କାଉ ପରିକା ହଉଛି ରାଉ-ରାଉ

ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ
ସେଇ ଝିଅର ରାସନ card କାଟି ଦିଆଯାଉ



Credits
Writer(s): Jn Padma
Lyrics powered by www.musixmatch.com

Link