Dhanya Toro Bankchahani

ଧନ୍ୟ ତୋର ବାଙ୍କ-ଚାହାଣି
ତତେ ଗଢିଛି କେଉଁ ବିନ୍ଧାଣି
ଧନ୍ୟ ତୋର ବାଙ୍କ-ଚାହାଣି
ତତେ ଗଢିଛି କେଉଁ ବିନ୍ଧାଣି

ଭାସୁଥିଲୁ ମହୋଦଧି କୂଳେ

ତତେ ଆଣିଛି ପାଣିରୁ ଛାଣି
ତତେ ଆଣିଛି ପାଣିରୁ ଛାଣି
ତତେ ଆଣିଛି ପାଣିରୁ ଛାଣି
ତତେ ଆଣିଛି ପାଣିରୁ ଛାଣି

କଳାଦେହେ ତୋର କଳା କେ ବୋଳିଲା
କାଳିଆ ତୋ ନାମ କିଏ ସେ ଦେଲା
ଦିନ ଗଣି-ଗଣି ବାଇଶି ପାହାଚେ
ଅକାରଣେ ମୋର ଜୀବନ ଗଲା

କଳାଦେହେ ତୋର କଳା କେ ବୋଳିଲା
କାଳିଆ ତୋ ନାମ କିଏ ସେ ଦେଲା
ଦିନ ଗଣି-ଗଣି ବାଇଶି ପାହାଚେ
ଅକାରଣେ ମୋର ଜୀବନ ଗଲା

ନାଚୁଥାଉ ଦେବଦାସୀ ମେଳେ

ତୁ ରେ ଗୋପାଳ ମାଉଡ଼ମଣି
ତୁ ରେ ଗୋପାଳ ମାଉଡ଼ମଣି
ତୁ ରେ ଗୋପାଳ ମାଉଡ଼ମଣି
ତୁ ରେ ଗୋପାଳ ମାଉଡ଼ମଣି

ତତେ ଯେ ଗଢ଼ିଛି ମତେ ସେ ଗଢ଼ିଛି
ଆତ୍ମା ନାରାୟଣ ହୃଦୟରେ ଅଛି
ଜଗତ ଜଞ୍ଜାଳ ପଛକୁ ପକାଇ
ଅଚିନ୍ତା ମଣ୍ଡପେ ସେଇ ବସିଛି

ତତେ ଯେ ଗଢ଼ିଛି ମତେ ସେ ଗଢ଼ିଛି
ଆତ୍ମା ନାରାୟଣ ହୃଦୟରେ ଅଛି
ଜଗତ ଜଞ୍ଜାଳ ପଛକୁ ପକାଇ
ଅଚିନ୍ତା ମଣ୍ଡପେ ସେଇ ବସିଛି

ଭକତିରେ ଲୁଚକାଳି ଖେଳେ

ସେ ଯେ ଘରଭଙ୍ଗା ବେଣୁପାଣି
ସେ ଯେ ଘରଭଙ୍ଗା ବେଣୁପାଣି
ସେ ଯେ ଘରଭଙ୍ଗା ବେଣୁପାଣି
ସେ ଯେ ଘରଭଙ୍ଗା ବେଣୁପାଣି

ଧନ୍ୟ ତୋର ବାଙ୍କ-ଚାହାଣି
ତତେ ଗଢିଛି କେଉଁ ବିନ୍ଧାଣି
ଧନ୍ୟ ତୋର ବାଙ୍କ-ଚାହାଣି
ତତେ ଗଢିଛି କେଉଁ ବିନ୍ଧାଣି

ଭାସୁଥିଲୁ ମହୋଦଧି କୂଳେ

ତତେ ଆଣିଛି ପାଣିରୁ ଛାଣି
ତତେ ଆଣିଛି ପାଣିରୁ ଛାଣି
ତତେ ଆଣିଛି ପାଣିରୁ ଛାଣି
ତତେ ଆଣିଛି ପାଣିରୁ ଛାଣି



Credits
Writer(s): Swami Arup Nanda, Sanjay
Lyrics powered by www.musixmatch.com

Link