Amora Manasi Asa

ଏ ମୋର, ମାନସୀ ଆସ
ପ୍ରେମ ରାଇଜେ ଗଢ଼ିବା ମନ୍ଦିର
ଡ଼େଣା ମେଲି, ଉଡିଯିବା
ପ୍ରେମପକ୍ଷୀ ଆମେ ଦୁନିଆଁର

ଏ ମୋର, ମାନସୀ ଆସ
ପ୍ରେମ ରାଇଜେ ଗଢ଼ିବା ମନ୍ଦିର
ଡ଼େଣା ମେଲି, ଉଡିଯିବା
ପ୍ରେମପକ୍ଷୀ ଆମେ ଦୁନିଆଁର

ସତେ କି ମୋ, ପ୍ରିୟ ତୁମେ?
କରନା ହଁ ତ ଖାଲି ଏ ବାହାନା (இல்லை, இல்லை)
ଦଗାଦିଆ ତୁମ ଜାତି
ଖାଲି ମିଛେ-ମିଛେ ଏ ଛଳନା (ஐயோ, ஐயோ)

ଯେଉଁଦିନ ତୋ ଆଖି
ମୋ ଆଖି ସାଥେ ଗଲା ମିଶି
ଭୋକ, ଶୋଷ ଭୁଲିଗଲି
ଉଜାଗର ହେଲା ନିଶି (ଆଇ, ଆମ୍ମା-ଆମ୍ମା)

ଯେଉଁଦିନ ତୋ ଆଖି
ମୋ ଆଖି ସାଥେ ଗଲା ମିଶି
ଭୋକ, ଶୋଷ ଭୁଲିଗଲି
ଉଜାଗର ହେଲା ନିଶି

ସେ କଥା କହନି ଆଉ
ତୁମେ ତ ଖାଲି ଜଳୁନାହଁ
ଛାତି ହୁଏ ଧକ-ଧକ, ଧକ-ଧକ
ଦେହ ମୋ ହେଲାଣି କ୍ଷୀଣ

ଏ ମୋର, ମାନସୀ ଆସ
ପ୍ରେମ ରାଇଜେ ଗଢ଼ିବା ମନ୍ଦିର
ଡ଼େଣା ମେଲି, ଉଡିଯିବା
ପ୍ରେମପକ୍ଷୀ ଆମେ ଦୁନିଆଁର

ପ୍ରାଣପ୍ରିୟା ଶୁଣ ମୋର (என்ன? என்ன?)
ମୁଁ ତୁମ ଗଭାର ଫୁଲ
ତୁମ ପାଦ ଅଳତା ମୁଁ
ଅଞ୍ଜନ ତୁମ ଆଖିର

ହେ-ହେ-ହେ, ପ୍ରାଣପ୍ରିୟା ଶୁଣ ମୋର
ମୁଁ ତୁମ ଗଭାର ଫୁଲ
ତୁମ ପାଦ ଅଳତା ମୁଁ
ଅଞ୍ଜନ ତୁମ ଆଖିର

ତୁମେ ମୋ ଗଳାର ହାର (ହଁ-ହଁ)
ମୋ ମଥାର ମଥାମଣି (ଏ-ଏ)
ଶୁଣିବନି ପ୍ରିୟା ମୋର
ରହିବି ମୁଁ ଚିର ଋଣୀ

ଏ ମୋର, ମାନସୀ ଆସ
ପ୍ରେମ ରାଇଜେ ଗଢ଼ିବା ମନ୍ଦିର
ଡ଼େଣା ମେଲି, ଉଡିଯିବା
ପ୍ରେମପକ୍ଷୀ ଆମେ ଦୁନିଆଁର

ଆ-ହା-ହାହା
ହେହେ-ହେ-ହେହେ
ହୋହୋ-ହୋହୋ-ହୋ-ହୋହୋ
ଲାଲା-ଲାଲା
ଲାଲା-ଲାଲା
ଲାଲା-ଲାଲା-ଲା-ଲୁଲୁ-ଲୁ-ଲୁଲୁ



Credits
Writer(s): Upendra Kumar, Natyashree Raghunath Mishra
Lyrics powered by www.musixmatch.com

Link