Chandrama Ago - Original

ହୁଁହୁଁ-ଉଁହୁଁ-ହୁଁଉଁ
ହେ-ହେହେ-ହେ

ଚନ୍ଦ୍ରମା ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଏଇ ରାତି ଝୁମେ ଏଇ ମନ ଝୁମେ
ଝୁମା ଝୁମା ଆଖି ଟିକେ ଖୋଲନା

ଚନ୍ଦ୍ରମା ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା, ଲୁଚି ଯାଅନା

ସାଗର ବେଳାରେ ଢେଉ ଯେତେ ଆସି ଛୁଇଁ ଛୁଇଁଯାଏ ତୀର
ହେ, ସାଗର ବେଳାରେ ଢେଉ ଯେତେ ଆସି ଛୁଇଁ ଛୁଇଁଯାଏ ତୀର
ମୋ ମନ ଶାମୁକା ଚାହିଁଛି ତୁମକୁ
ମାଗୁଛି ଟୋପାଏ ଲୁହ
ଅଭିମାନିନୀ ଗୋ ଟିକେ ହସି ଦିଅ
ତୁମ ମଉନତା ଭଲ ଲାଗେନା

ଚନ୍ଦ୍ରମା ଆଗୋ ଚନ୍ଦ୍ରମା
ତୁମେ ମେଘ ତଳେ ଲୁଚି ଯାଅନା
ଉଁହୁଁ-ହୁଁ-ହୁଁ



Credits
Writer(s): Nimai Mohanty, Radha Krishna Bhanja
Lyrics powered by www.musixmatch.com

Link