Dekhutha Kalia Mote

ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଦେଖୁଥା କାଳିଆ ମତେ, ଦେଖୁଥା ମତେ

ତୋ କଳାବଦନ ଦେଖି, ତୋ କଳାବଦନ ଦେଖି
ତୋ ଶରଧା ବାଲି ମାପି, ତୋ କଳାବଦନ ଦେଖି
ତୋ ଶରଧା ବାଲି ମାପି ମୋ ଦିନ ବିତେ ରେ, ମୋ ଦିନ ବିତେ

ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଜହ୍ନ ପରି ହସୁଥାଉ, କି ସୁନ୍ଦର ଦିଶୁଥାଉ
ଜହ୍ନ ପରି ହସୁଥାଉ, କି ସୁନ୍ଦର ଦିଶୁଥାଉ

ମୋ ଆଖିରେ ନାଚିଯାଉ, ମତେ ଅବା ଡାକୁଥାଉ
ମୋ ଆଖିରେ ନାଚିଯାଉ, ମତେ ଅବା ଡାକୁଥାଉ

କହ ରେ କାଳିଆ ସତେ, ତୋ ଆଶିଷ ପଦ ରେଣୁ
କହ ରେ କାଳିଆ ସତେ, ତୋ ଆଶିଷ ପଦ ରେଣୁ
ମିଳିବ ମତେ ରେ, ମିଳିବ ମତେ

ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଦେଖୁଥା କାଳିଆ ମତେ, ଦେଖୁଥା ମତେ
ନୀଳଚକ୍ର ବାନା ଦେଖି ଲାଖିଯାଏ ଏଇ ଆଖି
ନୀଳଚକ୍ର ବାନା ଦେଖି ଲାଖିଯାଏ ଏଇ ଆଖି

ଗରୁଡ଼ଖମ୍ବକୁ ଧରି ତତେ ହୁଏ ମୁହିଁ ଝୁରି
ଗରୁଡ଼ଖମ୍ବକୁ ଧରି ତତେ ହୁଏ ମୁହିଁ ଝୁରି

କହ ରେ କାଳିଆ କହ, ତୋ କରୁଣା ଫୁଲ ଟିଏ
କହ ରେ କାଳିଆ କହ, ତୋ କରୁଣା ଫୁଲ ଟିଏ
ଦେବୁ ମୋ ହାତେ ରେ, ଦେବୁ ମୋ ହାତେ

ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଦେଖୁଥା କାଳିଆ ମତେ, ଦେଖୁଥା ମତେ

ତୋ କଳାବଦନ ଦେଖି, ତୋ କଳାବଦନ ଦେଖି
ତୋ ଶରଧା ବାଲି ମାପି, ତୋ କଳାବଦନ ଦେଖି
ତୋ ଶରଧା ବାଲି ମାପି ମୋ ଦିନ ବିତେ ରେ, ମୋ ଦିନ ବିତେ

ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଦେଖୁଥା କାଳିଆ ମତେ, ଦେଖୁଥା ମତେ
ଦେଖୁଥା କାଳିଆ ମତେ, ଦେଖୁଥା ମତେ



Credits
Writer(s): Kajal Saroj
Lyrics powered by www.musixmatch.com

Link