Baimana Are Baimana

ବାଇ ମନ, ଆରେ ବାଇ ମନ
ମିଛ ମାୟାରେ ବାୟା ହୋଇ ଗଲା ଦିନ, ଆରେ ବାଇ ମନ
ମିଛ ମାୟାରେ ବାୟା ହୋଇ ଗଲା ଦିନ, ଆରେ ବାଇ ମନ
ଜନନୀ ଯଠରୁ ଜନମ ହୋଇ
କାନ୍ଦିଲୁ ତୁହି ରେ ଘର ଫଟାଇ
ଜନନୀ ଯଠରୁ ଜନମ ହୋଇ
କାନ୍ଦିଲୁ ତୁହି ରେ ଘର ଫଟାଇ

ନଈ ବଢ଼ି ପରି ବଢ଼ିଲୁ ତୁହି
ନଈ ବଢ଼ି ପରି ବଢ଼ିଲୁ ତୁହି
କାହାକୁ ମନରେ ମାନିଲୁ ନାହିଁ
କାହାକୁ ମନରେ ମାନିଲୁ ନାହିଁ

ଧନ ଦରବକୁ ସରବସ କଲୁ
ଧନ ଦରବକୁ ସରବସ କଲୁ
ସରବ କଲୁ ତୋ ଯଉବନ

ଆରେ ବାଇ ମନ, ମିଛ ମାୟାରେ ବାୟା ହୋଇ ଗଲା ଦିନ
ଆରେ ବାଇ ମନ
ଏ ଦୁନିଆଁ ଯାକ ମାୟାରେ ବାୟା
କେହି ନୁହେଁ ଏଠି ଭଗିନୀ ଜାୟା
ଏ ଦୁନିଆଁ ଯାକ ମାୟାରେ ବାୟା
କେହି ନୁହେଁ ଏଠି ଭଗିନୀ ଜାୟା

କାୟା ରହିବନି, ଛାୟା ରହିବନି
କାୟା ରହିବନି, ଛାୟା ରହିବନି
ଛଅ ଖଣ୍ଡି କାଠ ତୁ ନେବୁ ରେ ଯାହା
ଛଅ ଖଣ୍ଡି କାଠ ତୁ ନେବୁ ରେ ଯାହା

ଭଗବତ ଚିନ୍ତା କର ବାଇମନ
ଭଗବତ ଚିନ୍ତା କର ବାଇମନ
ତରିଯିବ ତୋର ଏ ଜୀବନ

ଆରେ ବାଇ ମନ, ମିଛ ମାୟାରେ ବାୟା ହୋଇ ଗଲା ଦିନ
ଆରେ ବାଇ ମନ, ମିଛ ମାୟାରେ ବାୟା ହୋଇ ଗଲା ଦିନ

ଆରେ ବାଇ ମନ
ଆରେ ବାଇ ମନ
ଆରେ ବାଇ ମନ



Credits
Writer(s): Kajal Saroj
Lyrics powered by www.musixmatch.com

Link