Chulbuli Bhulbuli Chulbul

ଚୁଲବୁଲି ଚୁଲବୁଲି ଚୁଲବୁଲ୍ (ହୁଁ-ହୁଁ)
ତୁମେ ମୋ ମନର ବୁଲବୁଲ୍ (really?)
ସାରା ସହର ଖୋଜିଯା (ତା ପରେ?)
ତୁମ ପରି ନାହିଁ ଆଉ ଝିଅ
ମିଛ, ମିଛ, ମିଛ, ମିଛ, ମିଛ ତ ବିଲକୁଲ୍

ଚୁଲବୁଲି ଚୁଲବୁଲି ଚୁଲବୁଲ୍
ତୁମେ ମୋ ମନର ବୁଲବୁଲ୍
ସାରା ସହର ଖୋଜିଯାଅ
ତୁମ ପରି ନାହିଁ ଆଉ ଝିଅ

ମିଛ, ମିଛ, ମିଛ, ମିଛ, ମିଛ ତ ବିଲକୁଲ୍

କାଲି ସପନେ ଦେଖିଲି ଗୋଟେ ଝିଅ
ଟିକେ ତୁମ ମୁହଁ ପରି ତା ମୁହଁ
ଥିଲା ତୁମରି ପରି ଟିକେ ଦୁଷ୍ଟ
ଦୂରେ ଚାଲିଗଲେ ହେବ ମନ କଷ୍ଟ

ସପନରେ ରାଗିଗଲା, ସପନରେ ଖୁସିହେଲା
ସପନରେ କାନ୍ଦିଦେଲା, ସପନରେ ହସିଦେଲା

ଆଖି ଖୋଲି ଦେଖେ ମୁହିଁ
ସେ ଆଉ ନୁହେଁ କେହି
ଆଖି ଖୋଲି ଦେଖେ ମୁହିଁ
ସେ ଆଉ ନୁହେଁ କେହି

ତୁମେ, ତୁମେ, ତୁମେ, ତୁମେ, ତୁମେ, ତୁମେ ତୁମେ ହିଁ beautiful
ହୋ, ମିଛ, ମିଛ, ମିଛ, ମିଛ, ମିଛ ତ ବିଲକୁଲ୍

ଜାଣେନା ମୁଁ କିଛି ଠିକ୍, ଜାଣିଛି ମୁଁ ତୁମ ବୁଲବୁଲ୍
ସାରା ସହର ଜାଣିଗଲେ, ଆମ ଘରଲୋକେ ଜାଣିଯିବେ

ଯା ହେବାର ହେବ, ଆଗେ ହେଉ ହୁଲସ୍ତୁଲ୍

ଦେଖ ଛାଡ଼ି ଏଇ ଦୁନିଆଁର ତୀର
ଆଜି ଜୀବନ ନେଇଛି ନୂଆ ମୋଡ଼
କିଏ ଜାଣିଛି କେମିତି ଏ ବାଟ?
ଏଠି ଚାଲୁଚାଲୁ ଖସି ଯାଏ ଗୋଡ଼

ଏକୁଟିଆ ଆଗେ ଥିଲି, ଏକୁଟିଆ ଚାଲିଥିଲି
ଏକୁଟିଆ ହସି, କାନ୍ଦି, ଏକୁଟିଆ ଜିଇଁ ଥିଲି
ହେଲେ ଆଜି ମୁଁ ଜାଣୁଛି, ମୋର ଆଉ ଜଣେ ଅଛି
ହେଲେ ଆଜି ମୁଁ ଜାଣୁଛି, ମୋର ଆଉ ଜଣେ ଅଛି

ତୁମେ, ତୁମେ, ତୁମେ, ତୁମେ, ତୁମେ, ତୁମେ ତୁମେ ସେ wonderful
ଏ ଖେଳରେ ଆମେ ଆଜି ହେଲୁ ତ sucessful

ଆରେ, ଚୁଲବୁଲି ଚୁଲବୁଲି ଚୁଲବୁଲ୍
ଜାଣିଛି ମୁଁ ତୁମ ବୁଲବୁଲ୍

ଲା-ଲା-ଲା-ଲା-ଲା-ଲା
ଲା-ଲା-ଲା-ଲା-ଲା-ଲା
ଲାଲା-ଲାଲା-ଲାଲା-ଲା-ଲାଲା



Credits
Writer(s): Sirsananda Daskanungo, Akshaya Mohanty, Debadas Chhotray
Lyrics powered by www.musixmatch.com

Link