Khata Mitha

ଖଟା ମିଠା ଚାଟ୍ ପରି ଝିଅ ହେଇଥିବ
Fast food ଭଳି ଭାରି smart ଲାଗୁଥିବ
ହାଏ, ଖଟା ମିଠା ଚାଟ୍ ପରି ଝିଅ ହେଇଥିବ
Fast food ଭଳି ଭାରି smart ଲାଗୁଥିବ

ତୀର ଆଖିରେ ମାରୁଥିବ
ପ୍ରେମ ନିଶାରେ ଘାରୁଥିବ
ତୀର ଆଖିରେ ମାରୁଥିବ
ପ୍ରେମ ନିଶାରେ ଘାରୁଥିବ

ଏମିତିକା ଝିଅ ହେଲେ କେମିତି ହବ?

ହୁଁ, ଭାଗ୍ୟ ମୋର ପୁରା ଫିଟିଯିବ
ହାଏ ରେ ହାଏ, ଭାଗ୍ୟ ମୋର ପୁରା ଫିଟିଯିବ
ଭାଗ୍ୟ ମୋର ପୁରା ଫିଟିଯିବ
ହାଏ ରେ ହାଏ, ଭାଗ୍ୟ ମୋର ପୁରା ଫିଟିଯିବ
ଛୁଇଁଲେ ଲାଜେ ହବ ସାଧବବୋହୂ
କହିଲେ ଲାଗୁଥିବ ଝରୁଛି ମହୁ
ହଁ, ଛୁଇଁଲେ ଲାଜେ ହବ ସାଧବବୋହୂ
କହିଲେ ଲାଗୁଥିବ ଝରୁଛି ମହୁ

ମନକୁ ଜାଣି ସିଏ ପରସୁଥିବ
ପୀରତି ମେଘ ହେଇ ବରଷୁ ଥିବ

ଯେବେ ପ୍ରେମରେ ଚାହୁଁଥିବ
ନୂଆ କାହାଣୀ କହୁଥିବ
ଯେବେ ପ୍ରେମରେ ଚାହୁଁଥିବ
ନୂଆ କାହାଣୀ କହୁଥିବ

ଏମିତିକା ଝିଅ ହେଲେ କେମିତି ହବ?

ହୁଁ, ଭାଗ୍ୟ ମୋର ପୁରା ଫିଟିଯିବ
ହାଏ ରେ ହାଏ, ଭାଗ୍ୟ ମୋର ପୁରା ଫିଟିଯିବ
ଭାଗ୍ୟ ମୋର ପୁରା ଫିଟିଯିବ
ହାଏ ରେ ହାଏ, ଭାଗ୍ୟ ମୋର ପୁରା ଫିଟିଯିବ
ହସିଲେ ଲାଗୁଥିବ Katrina ଭଳି
ରାଗିଲେ Kareena ବି ହବନି ସରି
ହାଁ, ହସିଲେ ଲାଗୁଥିବ Katrina ଭଳି
ରାଗିଲେ Kareena ବି ହବନି ସରି

ଆଇନା ଦେଖି ତାକୁ ଲାଜଉ ଥିବ
ଚାଲିଲେ ଲକ୍ଷେ ଫୁଲ ଫୁଟଉ ଥିବ

ଯେବେ ପାଖକୁ ଆସୁଥିବ
ଗଭା ଗଜରା ବାସୁଥିବ
ଯେବେ ପାଖକୁ ଆସୁଥିବ
ଗଭା ଗଜରା ବାସୁଥିବ

ଏମିତିକା ଝିଅ ହେଲେ କେମିତି ହବ?

ହୁଁ, ଭାଗ୍ୟ ମୋର ପୁରା ଫିଟିଯିବ
ହାଏ ରେ ହାଏ, ଭାଗ୍ୟ ମୋର ପୁରା ଫିଟିଯିବ
ଭାଗ୍ୟ ମୋର ପୁରା ଫିଟିଯିବ
ହାଏ ରେ ହାଏ, ଭାଗ୍ୟ ମୋର ପୁରା ଫିଟିଯିବ



Credits
Writer(s): Baidyanath Dash
Lyrics powered by www.musixmatch.com

Link