Barash Ja

(Clap your hands)
(Baby, clap your hands)

(ହଲି, ହଲି, ହଲି, ହଲି ହେ ସାଙ୍ଗ)
(Dance କର, Dance କର, let's dance)
(Let's go)

ଆ ରେ ସାଙ୍ଗ, दोस्ती କରି, ମସ୍ତି କରି
ଜୀବନର ଲୁଟିବା ମଜା
ଆମ ସାଥେ दंगा କଲେ, ପଙ୍ଗା ନେଲେ
ଓଲଟେଇ ଦେବା ତା भेजा

ହୋ, ଆ ରେ ସାଙ୍ଗ, दोस्ती କରି, ମସ୍ତି କରି
ଜୀବନର ଲୁଟିବା ମଜା
ଆମ ସାଥେ दंगा କଲେ, ପଙ୍ଗା ନେଲେ
ଓଲଟେଇ ଦେବା ତା भेजा

ଏଠି ତ ଜଳୁଛି ନିଆଁରେ ନିଆଁ
ଏଠି ତ କୁହୁଳେ ଧୂଆଁରେ ଧୂଆଁ

ସେ ନିଆଁକୁ ଆମେ ଲିଭେଇବୁ ଆଜି
ସେ ନିଆଁକୁ ଆମେ ଲିଭେଇବୁ ଆଜି
ଖୋଲିଦେ ତୁ ମେଘ ଦରଜା

बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा

(लगी है, लगी है, आगन लगी है)
(लगी है, लगी है, आगन लगी है)
(दे रे, पानी दे, दे रे, पानी दे)
(दे रे, पानी दे, मौला)

(Dance କର, dance କର, dance କର, hands up)
(Rock on, rock on, देसी babe)

ଭିଜିଯାଉ ସହରଟା, ଓଦା ହେଇଯାଉ ମାଟି
ଲିଭିଯାଉ ମନ ତଳୁ ରାଗର ସବୁ ତାତି

(କାନି, କାନି, କାନି, କାନି ବୋ)
(କାନି, କାନି, କାନି, କାନି ବୋ)

ହୋ, ଭିଜିଯାଉ ସହରଟା, ଓଦା ହେଇଯାଉ ମାଟି
ଲିଭିଯାଉ ମନ ତଳୁ ରାଗର ସବୁ ତାତି

ଏଠି ତ ପଡୁଛି ଛାତିରେ ଛାତି
ଏଠି ତ ବଢୁଛି ତାତିରେ ତାତି

ସେ ତାତିକୁ ଆମେ ଥଣ୍ଡା କରିଦେବୁ
ସେ ତାତିକୁ ଆମେ ଥଣ୍ଡା କରିଦେବୁ
ନରମ ହେବ ଗରମ କଲିଜା

बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा

(लगी है, लगी है, आगन लगी है)
(लगी है, लगी है, आगन लगी है)
(दे रे, पानी दे, दे रे, पानी दे)
(दे रे, पानी दे, मौला)

(Dance କର, dance କର, dance କର, hands up)
(Rock on, rock on, देसी babe)

ପଥର ବି ପାଣି ହୁଏ, ସୁଅର ମୁହଁରେ ଭାସି
ଆମ ସାଥେ ମିଶିବ ଯେ ଭିଜିବ ବାରମାସି

(କାନି, କାନି, କାନି, କାନି ବୋ)
(କାନି, କାନି, କାନି, କାନି ବୋ)

ହୋ, ପଥର ବି ପାଣି ହୁଏ, ସୁଅର ମୁହଁରେ ଭାସି
ଆମ ସାଥେ ମିଶିବ ଯେ ଭିଜିବ ବାରମାସି

ଏଠି ତ ବଦଳେ ରଙ୍ଗରେ ରଙ୍ଗ (change)
ଏଠି ତ ହୃଦୟେ ଦାଗ ରେ ଦାଗ

ସେ ଦାଗକୁ ଆମେ ଧୋଇଦେବୁ ଆଜି
ସେ ଦାଗକୁ ଆମେ ଧୋଇଦେବୁ ଆଜି
ପ୍ରେମ ହେଇ ତୁ ଝରିଯା

बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा

ଆ ରେ ସାଙ୍ଗ, दोस्ती କରି, ମସ୍ତି କରି
ଜୀବନର ଲୁଟିବା ମଜା
ଆମ ସାଥେ दंगा କଲେ, ପଙ୍ଗା ନେଲେ
ଓଲଟେଇ ଦେବା ତା भेजा

ହୋ, ଆ ରେ ସାଙ୍ଗ, दोस्ती କରି, ମସ୍ତି କରି
ଜୀବନର ଲୁଟିବା ମଜା
ଆମ ସାଥେ दंगा କଲେ, ପଙ୍ଗା ନେଲେ
ଓଲଟେଇ ଦେବା ତା भेजा

ଏଠି ତ ଜଳୁଛି ନିଆଁରେ ନିଆଁ
ଏଠି ତ କୁହୁଳେ ଧୂଆଁରେ ଧୂଆଁ

ସେ ନିଆଁକୁ ଆମେ ଲିଭେଇବୁ ଆଜି
ସେ ନିଆଁକୁ ଆମେ ଲିଭେଇବୁ ଆଜି
ଖୋଲିଦେ ତୁ ମେଘ ଦରଜା

बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा

बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा
बरस जा रे, बादल, बरस जा



Credits
Writer(s): Baidyanath Dash
Lyrics powered by www.musixmatch.com

Link