Gharaku Sundara

ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ
ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ

ଘରଣୀ ଥିଲେ କି ହେବ? ପ୍ରେମ ନ କଲେ

ନାନା-ନା, ନାନାନା, ନାନା-ନା, ନାନାନା
ନାନା-ନା, ନାନାନା, ନାନା-ନା, ନାନାନା

ହସିବିନି ତମେ ଯେତେ ବାହାନା କଲେ
ହସିବିନି ତମେ ଯେତେ ବାହାନା କଲେ

ଜାଣିଚି କି ହେବ ତମ କଥା ମାନିଲେ

ନାନା-ନା, ନାନାନା, ନାନା-ନା, ନାନାନା
ନାନା-ନା, ନାନାନା, ନାନା-ନା, ନାନାନା

ନୂଆ-ନୂଆ ବାହାଘର, ଅମାନିଆ ମନ ମୋର
ଦୂରେ ଥାଇ କଥା କୁହ, ଲୋକ ତମେ ଭଲ ନୁହଁ
ନୂଆ-ନୂଆ ବାହାଘର, ଅମାନିଆ ମନ ମୋର
ଦୂରେ ଥାଇ କଥା କୁହ, ଲୋକ ତମେ ଭଲ ନୁହଁ

ତମକୁ ଛୁଇଁ କହିପାରେ, ମୋ ପରି ପ୍ରେମୀ ଦୁନିଆଁର

ପାଇବ ନାହିଁ ଖୋଜି ରେ

ନାନା-ନା, ନାନାନା, ନାନା-ନା, ନାନାନା
ନାନା-ନା, ନାନାନା, ନା-ନା, ନାନା-ନା, ନା-ନା-ନା

ତୁମ ପ୍ରେମ ଉପହାର, ଲାଗେ କେତେ ଆପଣାର
ହସ ଖୁସି ସାଥେ ନେଇ, ଆସିବ ସେ ଆମ ପାଇଁ
ତୁମ ପ୍ରେମ ଉପହାର, ଲାଗେ କେତେ ଆପଣାର
ହସ ଖୁସି ସାଥେ ନେଇ, ଆସିବ ସେ ଆମ ପାଇଁ

ଡାକିବ ଯେବେ ବାପା, ବଉ
ଝରିବ ମିଠା-ମିଠା ମହୁ

ତା ଡାକ ଥରେ ଶୁଣିଲେ

ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା
ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା

ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ
ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ

ଘରଣୀ ଥିଲେ କି ହେବ? ପ୍ରେମ ନ କଲେ

ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା
ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା

ଫସିଗଲି ମୁଁ ଯେ ତମ ପ୍ରେମର ଜାଲେ
ଫସିଗଲି ମୁଁ ଯେ ତମ ପ୍ରେମର ଜାଲେ

ଜାଣିଲି କି ହୁଏ ତମ କଥା ମାନିଲେ

ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା
ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା
ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା
ଲାଲା-ଲା, ଲାଲାଲା, ଲାଲା-ଲା, ଲାଲାଲା



Credits
Writer(s): Amrendra Mohanty, Nizam
Lyrics powered by www.musixmatch.com

Link