Sundura Ta Para Kala

ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ

ସିନ୍ଦୂର ତ ପର କଲା
କହିବି କାହାକୁ?
ସିନ୍ଦୂର ତ ପର କଲା
କହିବି କାହାକୁ?

ତୁହି ଏକା ରହିଗଲୁ ଦୁଃଖ ଶୁଣିବାକୁ

ସିନ୍ଦୂର ତ ପର କଲା
କହିବି କାହାକୁ?
ସିନ୍ଦୂର ତ ପର କଲା
କହିବି କାହାକୁ?

ଆଖିଲୁହ ଯେତେ ମୋର
ପୋଛିଦେଲେ ମୁହିଁ
ମନ ଲୁହ ପୋଛିବାକୁ
ହାତ ପାଉନାହିଁ

ଆଖିଲୁହ ଯେତେ ମୋର
ପୋଛିଦେଲେ ମୁହିଁ
ମନ ଲୁହ ପୋଛିବାକୁ
ହାତ ପାଉନାହିଁ

କେଉଁ ସୁଖ ରହିଗଲା ସୁଖ ଖୋଜିବାକୁ?

ସିନ୍ଦୂର ତ ପର କଲା
କହିବି କାହାକୁ?
ସିନ୍ଦୂର ତ ପର କଲା
କହିବି କାହାକୁ?

ଚାଲୁଥିଲି ବାଟ ଦିନେ
ଯାହା ହାତ ଧରି
ଛାଡ଼ିଗଲା ଅଧବାଟେ
ସିଏ ପର କରି

ଚାଲୁଥିଲି ବାଟ ଦିନେ
ଯାହା ହାତ ଧରି
ଛାଡ଼ିଗଲା ଅଧବାଟେ
ସିଏ ପର କରି

କେହି ଜଣେ ବୁଝିଲେନି ମୋହରି ମନକୁ?

ସିନ୍ଦୂର ତ ପର କଲା
କହିବି କାହାକୁ?
ସିନ୍ଦୂର ତ ପର କଲା
କହିବି କାହାକୁ?

ତୁହି ଏକା ରହିଗଲୁ ଦୁଃଖ ଶୁଣିବାକୁ

ସିନ୍ଦୂର ତ ପର କଲା
କହିବି କାହାକୁ?
ସିନ୍ଦୂର ତ ପର କଲା
କହିବି କାହାକୁ?



Credits
Writer(s): Amrendra Mohanty, Sirsanada
Lyrics powered by www.musixmatch.com

Link