Nandighosh

ଏ ସଂସାର ରୁ ଛୁଟିନେବା ଆଗରୁ
ଏ ପିଣ୍ଡରୁ ପ୍ରାଣ ଯିବା ଆଗରୁ
ଏ ସଂସାର ରୁ ଛୁଟିନେବା ଆଗରୁ
ଏ ପିଣ୍ଡରୁ ପ୍ରାଣ ଯିବା ଆଗରୁ

ତୋ ନନ୍ଦିଘୋଷ ପଠେଇଦେ ରେ କାଳିଆ
ତୋ ଶ୍ରୀକ୍ଷେତ୍ର ଦେଖେଇନେ ରେ କାଳିଆ
ନନ୍ଦିଘୋଷ ପଠେଇଦେ ରେ କାଳିଆ
ତୋ ଶ୍ରୀକ୍ଷେତ୍ର ଦେଖେଇନେ ରେ କାଳିଆ

ଏ ସଂସାର ରୁ ଛୁଟିନେବା ଆଗରୁ

ବଳ ଥିଲା ବେଳେ ସବୁ ବନ୍ଧୁ ବାନ୍ଧବ
ବେଳ ଗଲା ବେଳେ ସାହା କଳାମାଧବ
କଳା ସାରଥୀ ଆଣିବୁ ରଥକୁ ବାହି
ତୁଣ୍ଡେ ନିର୍ମାଲ୍ୟ ଦେବୁ ଭୁଜବଢ଼େଇ
ତୁଣ୍ଡେ ନିର୍ମାଲ୍ୟ ଦେବୁ ଭୁଜବଢ଼େଇ

ବାହୁଡାରେ ବହୁଡ଼ିବା ଆଗରୁ
ବାହୁଡାରେ ବହୁଡ଼ିବା ଆଗରୁ ତୁ

ମୋ ପଞ୍ଜୁରୀ ଫିଟେଇଦେ ରେ କାଳିଆ
ନନ୍ଦିଘୋଷ ପଠେଇଦେ ରେ କାଳିଆ
ତୋ ଶ୍ରୀକ୍ଷେତ୍ର ଦେଖେଇଦେ ରେ କାଳିଆ
ନନ୍ଦିଘୋଷ ପଠେଇଦେ
ଏ ସଂସାରୁ ଛୁଟିନେବା ଆଗରୁ

ମୋଚାଳେ ପଡିବ ନନ୍ଦିଘୋଷର ଛାଇ
ମୋ ଲୁହେ ବୁଡିବ ତୋର ସୃପଦ ଦୁଇ
ମୋ ଦଣ୍ଡୁ ଟାଣିବୁ ରଥ ବଡ ଦାଣ୍ଡକୁ
ତୋ କୂଳେ ରଖିବୁ ନେଇ ମୋ ମୁଣ୍ଡକୁ
ତୋ କୂଳେ ରଖିବୁ ନେଇ ମୋ ମୁଣ୍ଡକୁ

ଭିଜା ଆଖି ମୁଜିଯିବା ଆଗରୁ
ଭିଜା ଆଖି ମୁଜିଯିବା ଆଗରୁ

ତୋ ରାଜାପଣ ଦେଖେଇଦେ
ରେ କାଳିଆ ନନ୍ଦିଘସ ପଠେଇଦେ
ରେ କାଳିଆ ତୋ ଶ୍ରୀକ୍ଷେତ୍ର ଦେଖେଇଦେ
ରେ କାଳିଆ ମୋ ପଞ୍ଜୁରୀ ଫିଟେଇଦେ

ରେ କାଳିଆ ରାଜାପଣ ଦେଖେଇଦେ
ରେ କାଳିଆ ନନ୍ଦିଘସ ପଠେଇଦେ
ରେ କାଳିଆ ତୋ ଶ୍ରୀକ୍ଷେତ୍ର ଦେଖେଇଦେ
ରେ କାଳିଆ ନନ୍ଦିଘସ ପଠେଇଦେ



Credits
Writer(s): Kali Prasanna, Shakti Prasanna
Lyrics powered by www.musixmatch.com

Link