Janena Kahaku Mu Paichi Paichi

କଳ୍ପନା
(ଗାରେସା-ଗାରେସା-ଗାରେସା-ଗାରେସା-ଗାରେସା-ଗାରେସା)
କଳ୍ପନା
(ରେଶାନି-ରେଶାନି-ରେଶାନି-ରେଶାନି-ରେଶାନି-ରେଶାନି)
କଳ୍ପନା
(ଆ-ଆ-ଆ)
କଳ୍ପନା

ହେ-ହେ-ହା
ହୋ-ହୋ-ହୋ
ଲା-ଲା-ଲା

ଜାଣେନା କାହାକୁ ମୁଁ ପାଇଛି, ପାଇଛି
କାହାକୁ ହଜେଇ ଦେଇଛି, ଦେଇଛି
କୁହେ ନାହିଁ କିଛି
ସବୁ ମୁଁ ଭୁଲି ଯାଇଛି

ମନେ ହୁଏ ଆମ ପାଇଁ
ସମୟ ଯାଇଛି ରହି
ସବୁ ତ ସେମିତି ଅଛି
କିଛି ବି ବଦଳି ନାହିଁ

ଆଶାର ନଉକା, ମନର କୂଳେ ଲାଗିଛି

(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)

ମୁଁ ଦେଖୁଛି ତମକୁ ଯେତେ
ତମେ ଲାଗୁଛ ଅଚିହ୍ନା ସେତେ
ଭାବୁଛି ଯେବେ କଥା ତୁମର
ଲାଗୁଛ ତୁମେ ଅତି ନିଜର

ହୋ, କେତେ ଯେ ବସନ୍ତ? କେତେ ଯେ ବରଷା?
ତୁମକୁ ଖୋଜି-ଖୋଜି ଭିଯିଛି ଏକା-ଏକା
ଏତେ ଦିନ ପରେ
ସେ ଦିନ ଫେରି ଆସିଛି

(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ)

ସବୁ ଆଖିରେ କଜଳ ଥାଏ
ହେଲେ ଏମିତି ଚାହାଣି କାହିଁ
ସବୁ ଓଠରୁ ହସତ ଝରେ
ହେଲେ ସେ ହସରେ ମୁକୁତା କାଇଁ

ହୋ, ତୁମ ଛୁଆଁରେ ମୋ ଦିନ ଗୋଲାପ ହୋଇଗଲା
ମନ ଚିଠିକୁ ମୋର ଠିକଣା ମିଳିଗଲା
ଫୁଲକେଶ ତୁମ, ଦିନକୁ ରାତି କରିଛି

ଜାଣେନା କାହାକୁ ମୁଁ ପାଇଛି, ପାଇଛି
କାହାକୁ ହଜେଇ ଦେଇଛି, ଦେଇଛି
ମନେ ନାହିଁ କିଛି
ସବୁ ମୁଁ ଭୁଲି ଯାଇଛି

ମନେ ହୁଏ ଆମ ପାଇଁ
ସମୟ ଯାଇଛି ରହି
ସବୁ ତ ସେମିତି ଅଛି
କିଛି ବି ବଦଳି ନାହିଁ

ଆଶାର ନଉକା, ମନର କୂଳେ ଲାଗିଛି

(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ହେ-ହେ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ଆ-ହା)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ହୋ-ହୋ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ଲା-ଲା)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ଆ-ହା)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ଆ-ହା)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ହୁଁ-ହୁଁ)
(ରୁ-ରୁ-ରୁ-ରୁ-ରୁ-ରୁ-ରୁ-ରୁ) (ହୁଁ-ହୁଁ)



Credits
Writer(s): Nizam, Subash Ram
Lyrics powered by www.musixmatch.com

Link