Tharutie Dekha Dei

ଥରୁଟିଏ ଦେଖା ଦେଇ ହଜିଗଲୁ କାଇଁ?
ଥରୁଟିଏ ଦେଖା ଦେଇ ହଜିଗଲୁ କାଇଁ?

ଖୋଜୁଛି ମୁଁ ତତେ ବାଟସାରା (ବାଟସାରା, ବାଟସାରା)

ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा

ଏଇ ଅଛି, ଏଇ ନାହିଁ
ଏଇ ଅଛି, ଏଇ ନାହିଁ
ଖୋଜୁଥା ତୁ ମୋତେ

ସହଜରେ ଦେବି ନାହିଁ ଧରା

ତୁ ମୋର ପ୍ରେମି-बंजारा
ତୁ ମୋର ପ୍ରେମି-बंजारा
ତୁ ମୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा

ତୋ ଚାହାଣି ସଯଫୁଟା ଗୋଲାପର କଣ୍ଟା
ଦରଜ ସେ କଲା ଛାତି ଭିତରଟା
ଛାତି ତଳେ ଅଛି ମୋର ଛୋଟ ହୃଦୟଟେ
ରହିବୁତ ରହ ଘର କରି ଗୋଟେ

ମୋ ଘର ଠିକଣା ତୁ
ମୋ ଘର ଠିକଣା ତୁ ଦେଇଛୁ ଭୁଲେଇ

ଭୁଲି ପାରୁ ନାହିଁ ତୋ ଚେହେରା (ତୋ ଚେହେରା, ତୋ ଚେହେରା)

ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा
ତୁ ମୋର ପ୍ରେମି-बंजारा
ତୁ ମୋର ପ୍ରେମି-बंजारा
ତୁ ମୋର ପ୍ରେମି-बंजारा

ଲେଖିଦେଲି କିଛି ଗପ ସରିଯାଏ ଲେଖା
ଦେଖିଦେଲେ ପୁଣି ସରିଯାଏ ଦେଖା
ଦେଖା କେବେ ସରେନାହିଁ, ଲାଗେ ଯେ ସୁନ୍ଦର
ଜଣେ ଯଦି ଲାଗେ ଭାରି ଆପଣାର

କରିନେ କରିନେ ମୋତେ
କରିନେ କରିନେ ମୋତେ ନିଜର କରିନେ

ଏଇ ପ୍ରେମ ହଉ ଅପାସୁରା (ଅପାସୁରା, ଅପାସୁରା)

ତୁ ମୋର ପ୍ରେମି-बंजारा
ତୁ ମୋର ପ୍ରେମି-बंजारा
ତୁ ମୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा
ମୁଁ ତୋର ପ୍ରେମି-बंजारा

ହେ-ହେ
ପ୍ରେମି-बंजारा
ହେ-ହେ, ଆ-ଆ
ଲା-ଲା, ଲା, ଲା



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link