Aakashe Pawan

ଆକାଶେ ପବନ
ପବନରେ ଚିଠି

ଚିଠିରେ ଲେଖୁଛି ମୁଁ

Hey, I wanna love you, love you
Hey, I wanna love you, love you
Hey, I wanna love you, love you
Hey, I wanna love you, love you

ଥରୁଟିଏ ଆ'
କହିଦେଇ ଯା'

ବନ୍ଧୁ କି ବାନ୍ଧବୀ ତୁ

Hey, I wanna love you, love you
Hey, I wanna love you, love you
Hey, I wanna love you, love you
Hey, I wanna love you, love you

(I wanna love you, love you)

ମନେ-ମନେ ତତେ ଭଲପାଏ କେତେ
ହେଲେ କହିପାରେ ନାହିଁ
କରିଦେଲେ ମନା, ମନ ହବ ଚୁନା
ଏ ଛାତି ସହିବ ନାହିଁ
(I wanna love you, love you)

ମନେ-ମନେ ତତେ ଭଲପାଏ କେତେ
ହେଲେ କହିପାରେ ନାହିଁ
କରିଦେଲେ ମନା, ମନ ହବ ଚୁନା
ଏ ଛାତି ସହିବ ନାହିଁ

ଛାତିରେ ହୃଦୟ
ହୁଁ, ହୃଦୟରେ ପ୍ରେମ

ପ୍ରେମରେ ପଡ଼ିଛି ମୁଁ

Hey, I wanna love you, love you
Hey, I wanna love you, love you
Hey, I wanna love you, love you
Hey, I wanna love you, love you

(I wanna love you, love you)

ଭାବେ ବେଳେ-ବେଳେ ନ କହିଲେ କାଳେ
ଆଉ କିଏ କହିଦବ
ସୁନା ଝିଅଟିଏ ତତେ ଆଉ କିଏ
ଏ ଆଖିରୁ ନେଇଯିବ
(I wanna love you, love you)

ଭାବେ ବେଳେ-ବେଳେ ନ କହିଲେ କାଳେ
ଆଉ କିଏ କହିଦବ
ସୁନା ଝିଅଟିଏ ତତେ ଆଉ କିଏ
ଏ ଆଖିରୁ ନେଇଯିବ

ଏ ଆଖିରେ ନିଦ
ନିଦରେ ସପନ

ସପନ ଦେଖୁଛି ମୁଁ

Hey, I wanna love you, love you
Hey, I wanna love you, love you
Hey, I wanna love you, love you
Hey, I wanna love you, love you



Credits
Writer(s): Arun Kumar Mantri
Lyrics powered by www.musixmatch.com

Link