Jouthi Tu (From "Jouthi Tu Seithi Mu")

ହେ-ହେ (ପାନି)
ହୋ-ହୋ (ଗାସା)
ଲା-ଲା (ପା-ମାପା-ରେ)
ହୁଁ-ହୁଁ (ଗା-ନି-ଗାସା)

ହୋ, ତୁ ଡାକିଲୁ ବୋଲି ଚାଲି ଆସିଲି ମୁଁ
ମୁଁ ଡାକିଲି ବୋଲି ଚାଲି ଆସିଲୁ ତୁ

ତୁ ଡାକିଲୁ ବୋଲି ଚାଲି ଆସିଲି ମୁଁ
ମୁଁ ଡାକିଲି ବୋଲି ଚାଲି ଆସିଲୁ ତୁ

ତୁ ମୋତେ କହିଲୁ ଭଲ
ମୁଁ ତୋତେ କହିଲି ଭଲ
ତୁ ମୋତେ କହିଲୁ ଭଲ
ମୁଁ ତୋତେ କହିଲି ଭଲ

ରାଗ-ରୁଷା ଆଉ ମାନ-ଅଭିମାନ ଛୁ (ରାଗ-ରୁଷା ଆଉ ମାନ-ଅଭିମାନ ଛୁ)

ଯୋଉଠି ତୁ, ସେଇଠି ମୁଁ
ଯୋଉଠି ତୁ, ସେଇଠି ମୁଁ
ଯୋଉଠି ତୁ, ସେଇଠି ମୁଁ
ଯୋଉଠି ତୁ, ସେଇଠି ମୁଁ

(ନିସା-ରେଗା-ରେସା-ରେ)
(ନିସା-ରେମା-ପାମାରେଗାସା)

ଋତୁ ନଥିଲା ଫଗୁଣ
ଫୁଲ ଫୁଟିଲା ଛଗୁଣ
ଏ କେମିତି କୁହୁକ ଯେ
ବଦଳିଲା ପବନ

ହୋ, ରାତି ନଥିଲା ପୁନେଇ
ଜହ୍ନ ଚାହିଁଲା କଣେଇ
ଟିକେ ଖାଲି ହସିଦେଲୁ
ବଢିଗଲା ସ୍ପନ୍ଦନ

ତୁ ମୋତେ ଲାଗିଲୁ ଭଲ
ମୁଁ ତୋତେ ଲାଗିଲି ଭଲ
ତୁ ମୋତେ ଲାଗିଲୁ ଭଲ
ମୁଁ ତୋତେ ଲାଗିଲି ଭଲ

ବିନା ଫଗୁଣରେ ଛାତିତଳେ ମୋର କୁ- (ବିନା ଫଗୁଣରେ ଛାତିତଳେ ମୋର କୁ-)

ଯୋଉଠି ତୁ, ସେଇଠି ମୁଁ
ଯୋଉଠି ତୁ, ସେଇଠି ମୁଁ
ଯୋଉଠି ତୁ, ସେଇଠି ମୁଁ
ଯୋଉଠି ତୁ, ସେଇଠି ମୁଁ

ହାଏ, ପ୍ରେମ ଦେଲା କି ପୁଲକ
ମିଠା ଲାଗିଲା ଡହକ
ଓଢ଼ଣୀ ଛାଇ ତଳେ
ବଢିଗଲା କମ୍ପନ

ହାଁ, ଚାନ୍ଦ ପରି ଏ ଚମକ
ଫୁଲ ପରି ଏ ମହକ
ଛନ୍ଦନର, ସିନ୍ଦୂରର
ହେଲା ଆଜି ବନ୍ଧନ

ତୁ ମୋତେ ପାଇଲୁ ଭଲ
ମୁଁ ତୋତେ ପାଇଲି ଭଲ
ତୁ ମୋତେ ପାଇଲୁ ଭଲ
ମୁଁ ତୋତେ ପାଇଲି ଭଲ

ତୋ ପାଖରୁ ଆଉ ଫେରିବାର ନାହିଁ ଯୁ- (ତୋ ପାଖରୁ ଆଉ ଫେରିବାର ନାହିଁ ଯୁ-)

ଯୋଉଠି ତୁ, ସେଇଠି ମୁଁ (ଆ-ଆ-ହୋ)
ଯୋଉଠି ତୁ, ସେଇଠି ମୁଁ (ହୁଁ-ହୁଁ-ହୁଁ)
ଯୋଉଠି ତୁ, ସେଇଠି ମୁଁ
ଯୋଉଠି ତୁ, ସେଇଠି ମୁଁ



Credits
Writer(s): Baidyanath Dash
Lyrics powered by www.musixmatch.com

Link