Mo Dil Kahe Ilu Ilu (From "Mo Dil Kahe Ilu Ilu")

I love you, I love you, I love you
ILU, ILU, ILU
Ilu, Ilu, Ilu

ତୁ ଯଉଦିନ ହଁ ଆଖି ସାଥେ, ତୁ ଯଉଦିନ ମୋ ଆଖି ସାଥେ
ତୋ ଆଖି ମିଶେଇଲୁ

ମୋ ଦିଲ କହେ, ମୋ ଦିଲ କହେ
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu

ତୁ ଯଉଦିନ ମୋ ମନ ସାଥେ, ତୁ ଯଉଦିନ ମୋ ମନ ସାଥେ
ତୋ ମନ ଯୋଡ଼ିଦେଲୁ

ମୋ ଦିଲ କହେ, ମୋ ଦିଲ କହେ
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu

ପ୍ରଥମ ଦେଖାରେ ତୁ ମୋତେ ଲାଗିଲୁ ନିଜର
ଫେରିଲାନି ତୋ ପାଖରୁ ଆଉ ମୋ ନଜର
ନଜରରେ କରିଦେଲୁ କହ କି କିମିଆଁ?
ମୋ ନାଁ କେ ପଚାରିଲେ କହେ ତୋର ନାଁ

ତୁ ଯଉଦିନ ମୋ ନାଁ ପାଖେ, ତୁ ଯଉଦିନ ମୋ ନାଁ ପାଖେ
ତୋ ନାଁ ଲେଖିଦେଲୁ

ମୋ ଦିଲ କହେ, ମୋ ଦିଲ କହେ
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu

I love you, I love you

ସପନରେ ତୋ ସପନ ନୀତି ମୁଁ ଦେଖୁଛି
ଭାବନାରେ ତୋ ଭାବନା ଏମିତି ଆସୁଛି
ଏମିତି ଆସିଲୁ ଏଇ ଜୀବନରେ ମୋର (ilu, ilu)
ଫୁଲ ଏଠି ଫୁଟିଗଲା ଅନେକ ରଙ୍ଗର

ତୁ ଯଉଦିନ ତୋ ପ୍ରେମ ରଙ୍ଗ, ତୁ ଯଉଦିନ ତୋ ପ୍ରେମ ରଙ୍ଗ
ମୋ ଦେହେ ଛାଟିଦେଲୁ

ମୋ ଦିଲ କହେ, ମୋ ଦିଲ କହେ
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu
ମୋ ଦିଲ କହେ ilu, ilu



Credits
Lyrics powered by www.musixmatch.com

Link