Sathire to Bina (From "Thookol")

କିଏ କହେ ନାଚିବାକୁ
କିଏ କହେ ହସିବାକୁ
କିଏ କହେ ଖେଳିବାକୁ

ସାଥିରେ, ସାଥିରେ
ସାଥିରେ, ସାଥିରେ

ତୋ ବିନା ଏ ରାତି ସାଥିରେ
ସାଥୀ, ତୋ ବିନା ଏ ରାତି ସାଥିରେ
ତୋ ବିନା ଏ ରାତି ସାଥିରେ
ସାଥୀ, ତୋ ବିନା ଏ ରାତି ସାଥିରେ

ତତେ କେବେ ଛୁଇଁନାହିଁ
କେବେ କିଛି କହିନାହିଁ
ତତେ କେବେ ଛୁଇଁନାହିଁ
କେବେ କିଛି କହିନାହିଁ

ଆଉ ଦେଖା ହବନାହିଁ

ସାଥିରେ, ସାଥିରେ
ହୋ, ସାଥିରେ, ସାଥିରେ

କାଲି ମୁଁ ତୁମର ଥିଲି
ଆଜି ବି ତୁମର ଅଛି
ତୁମଠାରୁ ଏ ଜୀବନେ
ପାଇବାର ନାହିଁ କିଛି

ଧିନ୍-ତା-ଧିନ୍-ତା-ନା-ନା (ଧିନ୍-ତା-ଧିନ୍-ତା-ନା-ନା)
ଧିନ୍-ତା-ଧିନ୍-ତା-ନା-ନା (ଧିନ୍-ତା-ଧିନ୍-ତା-ନା-ନା)
ଧିନ୍-ତା-ଧିନ୍-ତା-ଧିନ୍-ତା-ଧିନ୍-ତା-ତା-ନା-ନା (ଧିନ୍-ତା-ଧିନ୍-ତା-ଧିନ୍-ତା-ଧିନ୍-ତା-ତା-ନା-ନା)

କିଏ କହେ ଜିତିବାକୁ
କିଏ କହେ ହାରିବାକୁ
କିଏ କହେ ଫେରିବାକୁ

ସାଥିରେ, ସାଥିରେ
ସାଥିରେ, ସାଥିରେ

(ଧିନ୍-ତା-ଧିନ୍-ତା-ନା-ନା)
(ଧିନ୍-ତା-ଧିନ୍-ତା-ନା-ନା)
(ଧିନ୍-ତା-ଧିନ୍-ତା-ଧିନ୍-ତା-ଧିନ୍-ତା-ତା-ନା-ନା)

ଏ ରାତି ପାହିବ ନାହିଁ
ଏ ଗୀତ ସରିବ ନାହିଁ
ଆଜି ପରି ଆଉ କେବେ
ଘୁଙ୍ଗୁରୁ ବାଜିବ ନାହିଁ

ଧିନ୍-ତା-ଧିନ୍-ତା-ନା-ନା (ଧିନ୍-ତା-ଧିନ୍-ତା-ନା-ନା)
ଧିନ୍-ତା-ଧିନ୍-ତା-ନା-ନା (ଧିନ୍-ତା-ଧିନ୍-ତା-ନା-ନା)
ଧିନ୍-ତା-ଧିନ୍-ତା-ଧିନ୍-ତା-ଧିନ୍-ତା-ତା-ନା-ନା (ଧିନ୍-ତା-ଧିନ୍-ତା-ଧିନ୍-ତା-ଧିନ୍-ତା-ତା-ନା-ନା)

କିଏ କହେ ସାଜିବାକୁ
କିଏ କହେ ଭିଜିବାକୁ
କିଏ କହେ ହଜିବାକୁ

ସାଥିରେ, ସାଥିରେ
ସାଥିରେ, ସାଥିରେ

ତୋ ବିନା ଏ ରାତି ସାଥିରେ
ସାଥୀ, ତୋ ବିନା ଏ ରାତି ସାଥିରେ
ତୋ ବିନା ଏ ରାତି ସାଥିରେ
ସାଥୀ, ତୋ ବିନା ଏ ରାତି ସାଥିରେ

ତତେ କେବେ ଛୁଇଁନାହିଁ
କେବେ କିଛି କହିନାହିଁ
ତତେ କେବେ ଛୁଇଁନାହିଁ
କେବେ କିଛି କହିନାହିଁ

ଆଉ ଦେଖା ହବନାହିଁ

(ସାଥିରେ, ସାଥିରେ)
(ସାଥିରେ, ସାଥିରେ)



Credits
Writer(s): Prashanta Nanda
Lyrics powered by www.musixmatch.com

Link