Tameta Aasila

ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ

ଜହ୍ନି ଫୁଲ ଫୁଟା ରାତେ ଜହ୍ନଟିଏ ହୋଇ
ହାଏ, ତମେ ତ ଆସିଲ ନାହିଁ
ମୋ ମନ ଆକାଶ ବୁକେ
ମୋ ମନ ଆକାଶ ବୁକେ
ସାଦା ବାଦଲରେ ଚୁନା-ଚୁନା ଚିଠିଟିଏ ହୋଇ

ହାଏ, ତମେ ତ ଆସିଲ ନାହିଁ

ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ
କୁହୁକ ସପନ ହୋଇ
ମୋ ନିଦର ମନଟାରେ ନିଦ ମୋର ଭାଙ୍ଗିଦେଇ
ପଥରର ଦେହେ ମୋର ସ୍ମୃତିଟିଏ ହୋଇ

ହାଏ, ତମେ ତ ଆସିଲ ନାହିଁ

ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ
ନାଲି ନେଳି ପ୍ରଜାପତି ହୋଇ
ମୋ ମନର ଫୁଲଟିକୁ ଚୁମି ଦେବା ପାଇଁ
ପ୍ରିୟର ମନରେ ଚିରଦିନ ମନର ମଣିଷ ହୋଇ

ହାଏ, ତମେ ତ ଆସିଲ ନାହିଁ

ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ

ଜହ୍ନି ଫୁଲ ଫୁଟା ରାତେ ଜହ୍ନଟିଏ ହୋଇ
ହାଏ, ତମେ ତ ଆସିଲ ନାହିଁ
ମୋ ମନ ଆକାଶ ବୁକେ
ମୋ ମନ ଆକାଶ ବୁକେ
ସାଦା ବାଦଲରେ ଚୁନା-ଚୁନା ଚିଠିଟିଏ ହୋଇ

ହାଏ, ତମେ ତ ଆସିଲ ନାହିଁ

ତମେ ତ ଆସିଲ ନାହିଁ
ତମେ ତ ଆସିଲ ନାହିଁ



Credits
Writer(s): Akshaya Mohanty
Lyrics powered by www.musixmatch.com

Link