Twincity Queen

Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା, Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା...

ମଥାରେ ଭୁବନେଶ୍ୱର, ପାଦେ କଟକ ସହର
ମଥାରେ ଭୁବନେଶ୍ୱର, ପାଦେ କଟକ ସହର

ମଝିରେ, ମଝିରେ
ଫୁଲନଖରା, ଫୁଲନଖରା

Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା, Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା...
ତୋରି ପାଇଁ କଟକେ ହୁଏ
Traffic jam, traffic jam, traffic jam
ତତେ ପୁଣି ରାଜଧାନୀ କରୁଛି ସଲାମ, କରୁଛି ସଲାମ

ଏ ପାଖରେ ତୋର କିଛି ନିଜର
ସେ ପାଖରୁ ଆସେ ପ୍ରେମ ପତର
ଏ ପାଖରେ ତୋର କିଛି ନିଜର
ସେ ପାଖରୁ ଆସେ ପ୍ରେମ ପତର

ମଝିରେ, ମଝିରେ
କିଛି ବାତରା, କିଛି ବାତରା

Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା, Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା...
କଟକରେ ଥାଉ ଯେବେ
ତୁ ଆକାଶବାଣୀ, ତୁ ଆକାଶବାଣୀ
ଦୂରଦରଶନ ହେଉ ଗଲେ
ରାଜଧାନୀ ହାଏ ରାଜଧାନୀ

ଏ ପାଖେ ଚାକିରୀ, ସେ ପାଖେ ଘର
ଏ ପାଖରେ ମନ, ସେ ପାଖେ ନଜର
ଏ ପାଖେ ଚାକିରୀ, ସେ ପାଖେ ଘର
ଏ ପାଖରେ ମନ, ସେ ପାଖେ ନଜର

ମଝିରେ, ମଝିରେ
ପୁରା ଖତରା, ପୁରା ଖତରା

Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା, Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା...

ମଥାରେ ଭୁବନେଶ୍ୱର, ପାଦେ କଟକ ସହର
ମଥାରେ ଭୁବନେଶ୍ୱର, ପାଦେ କଟକ ସହର

ମଝିରେ, ମଝିରେ
ଫୁଲନଖରା, ଫୁଲନଖରା

Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା, Twincity Queen ଏ ଲୋରା
(ଲୋରା-ଲୋରା-ଲୋରା-ଲୋରା)
ଏ ଲୋରା...



Credits
Writer(s): Akshaya Mohanty
Lyrics powered by www.musixmatch.com

Link