Ratha Jatra Ratha Jatra

ଜୟ ନନ୍ଦିଘୋଷ ଜୟ ଜୟ, ଜୟ ତାଳଧ୍ୱଜ ଜୟ ଜୟ
ଜୟ ଦେବଦଳନ ଜୟ ଜୟ

(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)

ବିଶ୍ବବ୍ରହ୍ମାଣ୍ଡର ତୁ ହର୍ତ୍ତା-କର୍ତ୍ତା
ସେ ପାଇଁ ହେଉଛି ତୋ ରଥଯାତ୍ରା

ହାଁ, ଦଇତା ପତିଏ ଅଣ୍ଟାକୁ ଭିଡ଼ି
ପହଣ୍ଡି କରାନ୍ତି ଟେକି କଚାଡ଼ି
ଟାହିଆ ପହଣ୍ଡି କେଡ଼େ ସୁନ୍ଦର
ଧନ୍ୟ ହେଲା ଦେଖି ନେତ୍ର ମୋହର

ଯେମିତି ବଢୁଛି ସୂର୍ଯ୍ୟଙ୍କ ତାପ
ଭକ୍ତିରେ ଭିଜୁଛି ଭକ୍ତଙ୍କ ରୂପ
ବୋଇଛୁ ବୋଲି ତୁ ଜଗତ କର୍ତ୍ତା
ସେ ପାଇଁ ହେଉଛି ତୋ ରଥଯାତ୍ରା

ହେ, ବିଶ୍ବବ୍ରହ୍ମାଣ୍ଡର ତୁ ହର୍ତ୍ତା-କର୍ତ୍ତା
ସେ ପାଇଁ ହେଉଛି ତୋ ରଥଯାତ୍ରା

(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)
(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)

(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)
(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)

ହଁ, ବିଶ୍ଵକର୍ମା କଲେ ତିନୋଟି ରଥ
ସେ ତିନି ରଥରେ ତିନି ତ୍ରିନାଥ
କଳା ଧଳା ଆଉ ହଳଦୀ ମୁହିଁ
ଗୋଟିଏ ନାଡ଼ିରେ ତିନୋଟି କଇଁ

ମିଛେ ଧରେଇଛ ରଥ ଦଉଡି଼
ମନଇଚ୍ଛା ନିଜେ ଯାଉଛ ମାଡ଼ି
ସେବକେ ପିନ୍ଧନ୍ତି ପାଟ ଓ ମଠା
ପ୍ରଭୁ ପିନ୍ଧୁଛନ୍ତି ଖଣ୍ଡୁଆ କୁର୍ତ୍ତା

ବିଶ୍ବବ୍ରହ୍ମାଣ୍ଡର ତୁ ହର୍ତ୍ତା-କର୍ତ୍ତା
ସେ ପାଇଁ ହେଉଛି ତୋ ରଥଯାତ୍ରା

(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)
(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)

(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)
(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)

ହଁ, ଆଗେ ତାଳଧ୍ଵଜ, ଦେବଦଳନ
ପଛେ ନଦିଘୋଷ ଚକାନୟନ
ଯୁଗେ ଯୁଗେ ରଖୁ ଭକ୍ତଙ୍କ ଟେକ
ଚିହ୍ନି ନ ପାରନ୍ତି ଯେତେକ ମୂର୍ଖ

ଯିଏ ତ ଦେଖିବ ତତେ ରଥରେ
ହଜିଯିବ ସିଏ ତୋ ଭିତରେ
ତୁମେ ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା
ସେ ପାଇଁ ହଉଛି ତୋ ରଥଯାତ୍ରା

ବିଶ୍ବବ୍ରହ୍ମାଣ୍ଡର ତୁ ହର୍ତ୍ତା-କର୍ତ୍ତା
ସେ ପାଇଁ ହେଉଛି ତୋ ରଥଯାତ୍ରା

(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)
(ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ରଥଯାତ୍ରା, ହେ-ହେ-ହେ-ହେ)
(ହେ-ହେ-ହେ-ହେ)

ଭକ୍ତ ସାଲବେଗ ନୁହେଁ ମୁଁ, ନୁହେଁ ବଳରାମ ଦାସ
କାହିଁ ରହିବ ମୋ ପାଇଁ ବଡ଼ଦାଣ୍ଡେ ନନ୍ଦିଘୋଷ

Credits
Writer(s): Pritam, Narendra Kumar
Lyrics powered by www.musixmatch.com

Link