Chahan Chahan Re Maanasa

ଚାହାଁ ଚାହାଁ ରେ ମାନସ ଚାହାଁ ଫେରି
ମୋହ ମାୟାରେ ଜନମ ତୋ ଗଲା ସରି
ଯେବେ ସଂସାର ସାଗରୁ ହେବୁ ପାରି
ଭଜ ଗୋବିନ୍ଦମ୍

ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି
ଭଜ ଗୋବିନ୍ଦମ୍, ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି

ଚାହାଁ ଚାହାଁ ରେ ମାନସ ଚାହାଁ ଫେରି
ମୋହ ମାୟାରେ ଜନମ ତୋ ଗଲା ସରି
ଯେବେ ସଂସାର ସାଗରୁ ହେବୁ ପାରି

ଭଜ ଗୋବିନ୍ଦମ୍
ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି

ନଉକା ଟିଏ ହୁଅଇ ଲୋଡ଼ା ସାଗରେ ଯିବାକୁ ବାହି
ପ୍ରଦୀପ ଟିଏ ହୁଅଇ ଲୋଡ଼ା ଅନ୍ଧାର ଦୂର ପାଇଁ

ନଉକା ଟିଏ ହୁଅଇ ଲୋଡ଼ା ସାଗରେ ଯିବାକୁ ବାହି
ପ୍ରଦୀପ ଟିଏ ହୁଅଇ ଲୋଡ଼ା ଅନ୍ଧାର ଦୂର ପାଇଁ

ନାମ କୀର୍ତ୍ତନ...
ନାମ କୀର୍ତ୍ତନ ବିନା ରେ ମନ ଜୀବନେ ମୁକ୍ତି ନାହିଁ

ଭଜ ଗୋବିନ୍ଦମ୍
ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି

ସତ୍ୟଙ୍କୁ ପିତା, ଜ୍ଞାନଙ୍କୁ ମାତା, ଧର୍ମଙ୍କୁ କରି ଭାଇ
ଦୟାଙ୍କୁ ଶଖା, ଶାନ୍ତିଙ୍କୁ ଭଗ୍ନି, ଅମାତ୍ତ ପୁତ୍ର ହୋଇ

ସତ୍ୟଙ୍କୁ ପିତା, ଜ୍ଞାନଙ୍କୁ ମାତା, ଧର୍ମଙ୍କୁ କରି ଭାଇ
ଦୟାଙ୍କୁ ଶଖା, ଶାନ୍ତିଙ୍କୁ ଭଗ୍ନି, ଅମାତ୍ତ ପୁତ୍ର ହୋଇ

ପରମବ୍ରହ୍ମଙ୍କୁ...
ପରମବ୍ରହ୍ମ ଙ୍କୁ କର ତୁ ଦୂରୁ, ବୈକୁଣ୍ଠେ ବସିବା ପାଇଁ

ଭଜ ଗୋବିନ୍ଦମ୍
ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି

ଭଜ ଗୋବିନ୍ଦମ୍, ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି
ଭଜ ଗୋବିନ୍ଦମ୍, ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି
ଭଜ ଗୋବିନ୍ଦମ୍, ସ୍ମର ଗୋବିନ୍ଦମ୍
ଗୋବିନ୍ଦମ୍ ଭଜ ମୁଢ଼ମତି



Credits
Writer(s): Prafulla Kar
Lyrics powered by www.musixmatch.com

Link